ସତରେ.....
ତୋ ଧନ ସମ୍ପତ୍ତି, ବିତ୍ତ, ଐସୂର୍ଯ୍ୟ ରୁ,
କାଣିଚାଏ ନାହିଁ ଲୋଡ଼ା;
ତୋ ମନ ହୃଦୟ ମୋ ମନ ହୃଦୟେ,
ଚିରଦିନ ଥାଉ ଯୋଡ଼ା!
ସତରେ.....
ତୋ' ସ୍ନେହ ନିର୍ଝରିଣୀ ଝରି ମିଶୁ ସଦା,
ମୋ ଅନ୍ତର ସିନ୍ଧୁ ଗର୍ଭେ,
ପୁର୍ଣିମା ର ଚାନ୍ଦ ସମ ତୋର ପ୍ରେମ,
ଉଦ୍ଭାସୁ ଜୀବନ ପର୍ବେ!
ସତରେ.....
ଜୀବନ ଚିଲିକା ହ୍ରଦର ତୁ ଜଳ,
ମୂଁ ତ ପ୍ରେମ-ଜୀବି ମୀନ,
ତୋ ପ୍ରେମ ପିୟୁଷ ପାନ କରି ବିତୁ,
ଯୁଗ, ବର୍ଷ, ମାସ, ଦିନ!
Copyright: Dr. Shankar D Mishra, Bhubaneswar, Odisha, India
U have beautifully expressed ur true feelings for ur wife through this amazing poem .
ReplyDeleteU and ur wife looks very adorable together..
❤❤❤❤
DeleteThanks a lot dear hubby for ur unconditional love and affection .
ReplyDelete❤❤❤❤🌹🌹🌹🌹
ReplyDeleteLove❤ this poem
ReplyDelete❤❤❤❤tq u
Delete