Wednesday 27 September 2023

PRATIDINA PRATHANA

 


ମଙ୍ଗଳମ୍ ଭଗବାନ ବିଷ୍ଣୁ, ମଙ୍ଗଳମ୍ ଗରୁଡ଼ଧ୍ଵଜଃ

ମଙ୍ଗଳମ୍ ପୁଣ୍ଡରୀ କାକ୍ଷ, ମଙ୍ଗଳାୟ ତନୋ ହରିଃ 

 

ଜୟନ୍ତୀ ମଙ୍ଗଳା କାଳୀ ଭଦ୍ର କାଳୀ କପାଳିନୀ

ଦୂର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ଵଧା ନମୋଽସ୍ତୁତେ |

 

ସର୍ବ ମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ 

ଶରଣ୍ୟେ ତ୍ର୍ୟମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ |

 

ବ୍ରହ୍ମା ମୁରାରୀ ତ୍ରିପୁରାନ୍ତ କାରୀ

ଭାନୁ ଶଶି ଭୂମି ସୁତୋ ବୁଦ୍ଧଶ୍ଚ

ଗୁରୁଶ୍ଚ ଶୁକ୍ର ଶନି ରାହୁ କେତଵ

ସର୍ବେ ଗ୍ରହା ଶାନ୍ତି କରା ଭବନ୍ତୁ

 

ମନୋଜବଂ ମାରୁତ ତୁଲ୍ୟବେଗମ୍

ଜିତେନ୍ଦ୍ରିୟଂ ବୁଦ୍ଧିମତାଂ ବରିଷ୍ଠମ୍

ବାତାତ୍ମଜଂ ବାନର ୟୁଥମୁଖ୍ୟମ୍ 

ଶ୍ରୀରାମ ଦୁତମ୍ ଶରଣଂ ପ୍ରପଦ୍ୟ ||

 

ଧ୍ୟାୟେ ନିତ୍ୟ ମହେଶଂ ରଜତଗିରିନିଫ ଚାରୁଚନ୍ଦ୍ରା ବତଙ୍ଗ

ରକଡୋକ୍ଳାଙ୍ଗମ୍ ପରଶୁମୃଗବରାଭୀତିହସ୍ତୀ ପ୍ରସନ୍ନମ୍

ପଦ୍ମାସୀନଂ ସମନ୍ତାତ୍ ଭୁତମମରଗଣେ ବ୍ୟାଗ୍ରକୃତଂ ବସାନ

ବିଶ୍ବାଦ୍ୟ ବିଶ୍ବବଦ୍ୟମ୍ ନି ଭୟହରଂ ପଞ୍ଚବକ୍ର ତ୍ରିନେତ୍ରମ୍

 

ଶାନ୍ତାକାରଂ ଭୁଜଗଶୟନ ପଦ୍ମନାଭିଂ ସୁରେଶମ୍

ବିଶ୍ୱାଧାରଂ ଗଗନସଦୃଶଂ ମେଘବର୍ଷ ଶୁଭାଙ୍ଗମ୍  

ଲକ୍ଷ୍ମୀକାନ୍ଥ କମଳ ନୟନଂ ଯୋଗୀଭିଧାନଗଣ୍ୟମ୍

ବନ୍ଦେ ବିଷ୍ଣୁ ଭବଭୟହରଂ ସର୍ବଲୋକୈକ ନାଥମ୍ II

 

Ugra beeram mahavishunm jwalamntam sarvota mukham

Nrusingham visham bhadram

Mrutyor mrutyum namamyaham

 

ଓଁ କର୍ପୂର ଗୌରଂ କରୁଣାବତାରମ୍

ସଂସାରସାରଂ ଭୁଜଗେନ୍ଦ୍ରହାରମ୍

ସଦା ବସନଂ ହୃଦୟାରବିନ୍ଦେ

ଭବଂ ଭବାନୀସହିତଂ ନମାମି

ଓଁ ତୁମେବ ମାତା ଚ ପିତା ତ୍ୱମେବ

ତ୍ୱମେବ ବନ୍ଧୁଶ୍ଚ ଶଖା ତ୍ୱମେବ ।

ତ୍ୱମେବ ବିଦ୍ୟା ଦ୍ରବିଣଂ ତ୍ୱମେବ

ତ୍ୱମେବ ସର୍ବ ମମ ଦେବଦେବ ।।

 

ଓଁ କେଶବାୟ ନମଃ

ଓଁ ନାରାୟଣାୟ ନମଃ

ଓଁ ମାଧବାୟ ନମଃ

ଓଁ ଗୋବିନ୍ଦାୟ ନମଃ

 

ଓଁ ଗଙ୍ଗେ ଯମୁନେଜୈବ ଗୋଦାବରୀ ସରସ୍ବତୀ

ନର୍ମଦେ ସିନ୍ଧୁ କାବେରୀ ଜଳେ ଅସ୍ମିନ୍ ସନ୍ନିଧ୍ୱଂ କୁରୁ

 

ଓଁ ସୂର୍ଯ୍ୟାୟ ନମଃ

ଓଁ ଦିବାକରାୟ ନମଃ

ଓଁ ଭାସ୍କରାୟ ନମଃ

ଓଁ ପୁଷ୍ପ ନମଃ

ଓଁ ରବୟେ ନମଃ

ଓଁ ମିତ୍ରାୟ ନମଃ

ଓଁ ଭାନବେ ନମ

ଓଁ ଖଗାୟ ନମଃ

ଓଁ ହିରଣ୍ୟଗର୍ଭାୟ ନମଃ

ଓଁ ମରିଚୟେ ନମଃ

ଓଁ ସବିତ୍ରେ ନମଃ

ଓଁ ଅର୍ଥାୟ ନମଃ

 

ଓଁ ଏହି ସୂର୍ଯ୍ୟଦେବ ସହସ୍ରାଶୋ

ତେଜୋରାଶେ ଜଗତପତେ

ଅନୁକଂପୟ ମାଂ ଭଦ୍ୟା

ଗୁହାଣାର୍ଘ୍ୟ ଦିବାକରଃ

ଓଁ ସୂର୍ଯ୍ୟାୟ ନମଃ

ଓଁ ଆଦିତ୍ୟାୟ ନମଃ

ଓଁ ଭାସ୍କରାୟ ନମଃ

 

ଓଁ ଭୁ ର୍ଭୁବ ସ୍ବ ତତ୍ସବିତୁର୍ବରେଣ୍ୟ

ଭର୍ଗୋଦେବସ୍ୟ ଧୀମହି

ଧୂୟୋ ୟୋନଃ ପ୍ରଚୋଦୟାତ୍

 

ଓଁ ଚନ୍ଦନସ୍ୟ ମହାପୁଣ୍ୟ

ପବିତ୍ର ପାପନାଶନଂ

ଆପଦା ହରେତ୍ ନିତ୍ୟ

ଲକ୍ଷ୍ମୀ ବସତି ସର୍ବଦା

 

ଓଁ ତୁଳସୀ ଦେବୀ ବିଦ୍ମହେ

ବିଷ୍ଣୁପ୍ରିୟାୟେ ଧୀମହି

ତନୋ ବୃନ୍ଦା ପ୍ରଚୋଦୟାତ୍

 

ଓଁ ଆଧ୍ ବ୍ୟାଧୂ ହରା ନିତ୍ୟ

ତୁଳସୀ ତଂ ନମତେ |

 

ଓଁ ଗଣେ ନାରାୟଣେ ରୁଦ୍ରେ

ଅମ୍ବିକେ ଭାସ୍ମରେ ତଥା

ଭିନ୍ନଭିନ୍ନ କର୍ତ୍ତବ୍ୟଂ

ପଞ୍ଚଦେବ ନମସ୍ତୁତେ

 

ଓଁ ଗଣେଶୋ ଭାସ୍କରୋ ବିଷ୍ଣୁ

ଶଙ୍କର ଶୃଣ୍ଡିକା ତଥା

ପଞ୍ଚିତା ଦେବତାଯଶୃ

ତା ସାଂ ପୂଜା ବିଧୃତେ

 

ଓଁ ଗୁରୁବ୍ରହ୍ମା ଗୁରୁର୍ବିଷ୍ଣୁ

ଗୁରୁର୍ଦେବ ମହେଶ୍ୱରଃ

ଗୁରୁ ସାକ୍ଷାତ୍ ପରଂବ୍ରହ୍ମ

ତସ୍ମି ଶ୍ରୀ ଗୁରବେ ନମଃ

 

ଓଁ ପଞ୍ଚମହାଭୂତ ବିଦୁହେ

ପଞ୍ଚଦେବ ଧୀମହି

ଚନ୍ନେ ବ୍ରହ୍ମ ପ୍ରଚୋଦୟାତ୍

 

ଓଁ ସର୍ବେ ଭବନ୍ତୁ ସୁଖୀନଃ

ସର୍ବେସନ୍ତୁ ନିରାମୟା

ସର୍ବେ ଭଦ୍ରାଣି ପଶ୍ୟନ୍ତୁ

ମା କଣ୍ଠିତ୍ ଦୁଃଖଭାଗ୍ ଭବେତ୍

ଓଁ ଶାନ୍ତି ଶାନ୍ତି ଶାନ୍ତି II

 

ଓଁ ସର୍ବେକ୍ଷାଂ ସ୍ବସ୍ତିର୍ଭବତୁ

ଓଁ ସର୍ବେକ୍ଷାଂ ଶାନ୍ତିr ର୍ଭବତୁ

ଓଁ ସର୍ବେକ୍ଷାଂ ପୂଣ୍ଟିଂ ଭବତୁ

ସର୍ବେକ୍ଷାଂ ମଙ୍ଗଳଂ ଭବତୁ

 

ଦୀପ ପ୍ରଜ୍ବଳନ ମନ୍ତ୍ର:

 ଦୀପଂ ଜ୍ୟୋତି ପରଂବ୍ରହ୍ମ

ଦୀପଂ ଜ୍ୟୋତି ଦନାର୍ଦ୍ଦନ

ଦୀପଂଜ୍ୟୋତି ହରତେ ପାରଂ

ସନ୍ଧ୍ୟା ଦୀପଂ ନମସ୍ତୁତେ


Friday 22 September 2023

SL. NO. 50, AWARD PHOTOS 9

 










ଓଡ଼ିଆ କବିତା "କାଠଗଡାରେ ବିଶ୍ୱାସ" / TRANSLATED ENGLISH POEM "ALAS! TRUST IS NOW REGRETTABLY DISTRUSTED."'


କାଠଗଡାରେ
ବିଶ୍ୱାସ

(କୁଞ୍ଜବିହାରୀ ରାଉତ)

 

ବିଶ୍ୱାସ, ବଂଧୁତା ଅସ୍ତିତ୍ବ ଭିତ୍ତିଭୂମି

ବିଶ୍ୱାସ ହିଁ ବଂଚିବାର ଭିତ୍ତି

ଆମ ଜୀବନର ଆଧାରଶୀଳା

ପୁଣି ବିଶ୍ୱାସ ଅସମ୍ଭବକୁ କରେ ସମ୍ଭବ I

 

ତେବେ ଆଜି କିଏ ବୋଳିଦେଇଛି

ବିଶ୍ୱାସ ରେ କଳଙ୍କ

ସୃଷ୍ଟି କରି ବିଶ୍ୱାସ ବସୁନ୍ଧରାରେ

ଭୟଙ୍କର ଭୂମିକମ୍ପ ?

 

ବିଶ୍ୱାସ ଥାଏ ବୋଲି

ଅବିଶ୍ୱାସ ସମ୍ଭବ ହୁଏ I

ସବୁଠି ଏବେ ଅବିଶ୍ୱାସ ହଳାହଳ ବିଷ

ବିଶ୍ୱାସ ଏକ ସ୍ୱୟଂସିଦ୍ଧ

ସ୍ୱୟଂ ପ୍ରତିଷ୍ଠା ସତ୍ୟ I

 

ସଂସାରରେ ବଡ ଔଷଧ - ହସ

ବଡ ସଂପତ୍ତି - ବୁଦ୍ଧି, ବଡ ଅସ୍ତ୍ର - ଧୈର୍ଯ୍ୟ,

ବଡସୁରକ୍ଷା ହେଉଛି ବିଶ୍ୱାସ;

ତେବେ ବିଶ୍ୱାସ ଆଜି ଠିଆ କାଠଗଡାରେ

ପାରିବାର, ବାଣିଜ୍ୟ, ରାଜନୀତି, ଚାକିରୀ

ସବୁଠାରେ ମ୍ରିୟମାଣ ଏବେ ବିଶ୍ୱାସ I

 

ବିଶ୍ୱାସ ଯେଉଁଠି ଟଳମଳ ସ୍ଥିତି

ସେଠାରେ ଆତ୍ମବିଶ୍ୱାସ ଆସିବ କେଉଁଠୁ ?

 

ପାରସ୍ପରିକ ବିଶ୍ୱାସ ରୁ ସୃଷ୍ଟି ହୁଏ ନିରୋଳା ହସ

ସେ ହସ ରେ ଥାଏ ଆତ୍ମିୟତା

କିନ୍ତୁ, ବିଶ୍ୱାସ ଆଜି ଦୂର ଦିଗବଳୟର

କେଉଁ ଏକ ବିଷ ବାଷ୍ପଘେରା କୁଝଟିକା,

ସେଇଥିପାଇଁ ବିଶ୍ୱାସର ହନନ ବୋଲି

ଧରିତ୍ରୀର ସୌନ୍ଦର୍ଯ୍ୟ ଆଜି ବିକୃତ

ଯୌଥ ପରିବାର ଆଜି ବିଘଟିତ;

ଆଜି ଭାଇ ଭାଇ ମଧ୍ୟରେ

ଭଉଣୀ ଭାଇ ମଧ୍ୟରେ

ବାପ ପୁଅ ମଧ୍ୟରେ

ବଂଧୁ ବଂଧୁ ମଧ୍ୟରେ ଦଣ୍ଡାୟମାନ ଏକ ଅପହଞ୍ଚ ଦୂରତ୍ୱ ……..

 

ହାୟ! ଆଜି କାଠଗଡାରେ ବିଶ୍ୱାସ I

ତେଣୁ, ଆସ ବଂଧୁ ଅବିଶ୍ଵାସର ବାସ୍ତିଲ ଦୁର୍ଗକୁ ଭାଙ୍ଗିଦେଇ

ବିଶ୍ୱାସର ଏକ ନୂତନ ଜୀବନର ହିଲ୍ଲୋଳରେ,

ଏକ ନବ ପ୍ରଭାତକୁ ଉତ୍କଣ୍ଠା ସହ ସ୍ଵାଗତ କରିବା.........

 

୧୪୮/, ହମିରପୁର, ରାଉରକେଲା:

ମୋ: ୯୦୯୦୦୯୦୨୨୫

 

 

ALAS! TRUST IS NOW REGRETTABLY DISTRUSTED.

 

Friendship and survival grow on the plinth of trust.

Life without trust, like bubbles, does perish and burst.

Trust is life’s strongest foundation stone,

It turns myths into realities with ease - a fact well-known.

 

Then, who has tainted and tarnished trust today

Being the unsolicited causes for the fatal earthquakes

Upon the beautiful realm of trust, do say?

 

Betrayal can survive and thrive

Because the loyal Ttrust remains ever alive.

The venom of betrayal is rampant everywhere,

While Trust Itself is a proven and eternal Truth, my dear.

 

Lo! Laughter is the Panacea on earth,

While Reason is the most valuable wealth.

The most useful weapon is Patience,

Whereas Trust is the safest shield and fence.

 

Regrettably, Trust is now most distrusted  

In the families, trades, politics and jobs;

Everywhere Trust is forced to be frustrated.

Where Trust is in a serious quandary,

Expecting self-confidence must be a reverie.

 

 Yes, from mutual trust pure laughter oozes, 

And from intimacy that laughter ejaculates. 

Trust is today a blurry haze, notwithstanding

Surrounded by vapour layers perniciously contaminating. 

 

The Earth is distorted and disgraced

For, Trust is butchered and defaced.

Joint families are today fragmented

An inaccessible distance is now erected

Among brothers and brothers

Among sisters and brothers

Among fathers and sons

And among friends and friends millions.

 

Alas! Trust is now most distrusted and betrayed,

So, let’s dear friends, demolish this Bastille Fort of distrust.

Let’s woo and greet a new dawn with full of enthusiasm

To restart a new life of Trust replete with ecstasy and vim.

 

Copyright: Dr. Shankar D Mishra, Sr. Lecturer in English, Bhubaneswar, Odisha, Bharat 05.10.2023