Sunday 3 September 2023

ଓଡ଼ିଆ କବିତା "ମୋ ପ୍ରେମିକାର ଜୀବନ ଗୀତି"/TRANSLATED ENGLISH POEM "My Beloved's Psalm Of Life......"


ମୋ ପ୍ରେମିକାର ଜୀବନ ଗୀତି

ସତରେ, ତୁମ ରାଗ ବି ମୋତେ ଲାଗେ ଭାରି ମିଠା
କି କହିବି ତୁମ ହସ କଥା!
ତୁମେ ଅଟ ମୋ ଜୀବନ ସ୍ତମ୍ବ,
ମୁଁ ତ ଏକ ପ୍ରେମଜୀବି ଲତା .........!

ସତରେ, ତୁମ ବିନା ନାହିଁ ମୋ ସ୍ଥାୟୀତ୍ବ,
ତୁମ ବିନା ନାହିଁ ମୋ ଅସ୍ତିତ୍ବ,
ତୁମ ବିନା ନାହିଁ ମୋର ସତ୍ତା,
ରବି ବିନା ଜେହ୍ନେ ଧରିତ୍ରୀର ଦୁରାବସ୍ଥା ! 

ସତରେ, ତୁମେ ଅଟ ମୋ ପାଇଁ ଏକ ଅବ୍ୟର୍ଥ ମଲମ
ଉପଶମକାରୀ ମୋ ଜୀବନର ବ୍ୟଥା ............ 
ପ୍ରତିଟି ସ୍ପନ୍ଦନେ ମୋର, ତୁମେ କର ରାଜ
ତୁମ ପାଇଁ କଲି ତ୍ୟାଗ, ସରମ ଓ ଲାଜ,
ବାସ୍ତବିକ, ତୁମ କୋଳ ମୋ ଜୀବନ ପୂର୍ଣ୍ଣତାର ଶେଯ .............!

ତୁମର ସାନ୍ନିଧ୍ୟେ ଲାଗେ ଜୀବନ ମୋ ଧନ୍ୟ,
ତୁମ ସ୍ଥାନ ଏକମାତ୍ର ମୋ’ ହୃନ୍ଦ ସିଙ୍ଘାସନ,
ମୋ ସ୍ବପ୍ନେ କେ ଆସନ୍ତି ନି ତୁମ ବିନା ଅନ୍ୟ
ସତରେ, ତୁମ ବିନା ଏ ପୁରୁନ୍ତା ଜୀବନ ମୋ ଶୂନ୍ୟ......... !

My Beloved's Psalm Of Life......

Indeed! Even your bitter wrath tastes me sweeter than nectar,
Then, what to speak of your heavenly laughter!
You are my life's sustaining pillar,
I'm really a love-fed and love- nourished creeper......

Indeed, without you I'm impermanent.
Without you I'm unimaginably insentient.
Without you, I'm a bubble like non-existent
As augment earth's woes when the radiant Sun is absent.

Indeed, you are to me a balm efficacious. 
Ah! You ever relieve me of my unbearable pangs malicious.
You are the unrivalled monarch of my each heartbeat.
For you, I've dictated all my feminine modesty to retreat.
Your lap is need the coziest couch of my contentment and fulfillment.

Life seems to me a blessing in your presence august and golden
You are born to adorn only my heart's diamond throne.
None except you ever comes in my rapturous trance.
Indeed, without you husked is my life albeit replete with rich kernels.


Copyright: Dr. Shankar D. Mishra
Blog- sdmpoetry.blogspot.com
E-mall – shankarmishra314@mail.com Whatsapp Nos. 8249297412/7008777326

No comments:

Post a Comment