Thursday 14 September 2023

A FEW GRATEFUL WORDS TO MY BETTER HALF

 


ଏହା ସତ ଯେ ତୋର ଓ ମୋର ପସନ୍ଦ ବହୁତ ଅଲଗା, କିନ୍ତୁ ବହୁତ ଭଲ ଗୁଣ ଯେମିତି କି କାହା ଜିନିଷ ବା ଧନ ପ୍ରତି ଲୋଭ ନ ରଖିବା, କାହାର ଅନିଷ୍ଟ ଚିନ୍ତା ନ କରିବା, ମିଛ ନ କହିବା, ସ୍ପଷ୍ଟବାଦୀତା, ଆତ୍ମସମ୍ମାନ ରଖିବା, ପରିବାର ପ୍ରତି ତ୍ୟାଗ କରିବା, ଛଳନା, କପଟତା, ପର ପ୍ରତି ଇର୍ଷା, ଆତ୍ମଗର୍ବ ନ କରବା ଆଦି ଗୁଣ ବହୁତ ମାତ୍ରା ରେ ଏକା l

ସତରେ, ଅନେକ କ୍ଷେତ୍ର ରେ ତୋର ମୋ ଅପେକ୍ଷା ଅଧିକ ଭଲ ଗୁଣ ଅଛି ଯେପରିକି ମନେରଖି ପାରିବା, ଉପସ୍ଥିତ ବୁଦ୍ଧି ପ୍ରଦର୍ଶନ କରିପାରିବା, ସ୍ଥାନ କାଳ ପାତ୍ର ହିସାବ ରେ କଥା କହି ପାରିବା, ସବୁ ପ୍ରକାର ଲୋକ ଙ୍କୁ ସଫଳତା ଓ ଧର୍ଯ୍ୟ ର ସାମ୍ନା କରି ପାରିବା ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଣ ଯେମିତିକି ପତିବ୍ରତା ଓ ଅନ୍ଧ ଭାବେ ମତେ ଭଲ ପାଇବା ଓ ମୋ ପାଇଁ ଜୀବନ କୁ ଉତ୍ସର୍ଗ କରି ପାରିବା ଓ ମତେ ଖୁସି କରିବାକୁ ନିଜର ସମସ୍ତ ଇଛା କୁ ଦମନ କରି ପାରିବା ଭଳି ଅତୁଳନୀୟ ଗୁଣ ର ତୁ ଅଧିକାରୀଣି ହୋଇଥିବାରୁ ମୁଁ ଈଶ୍ବରଙ୍କ ପାଖରେ ଚୀର ଋଣୀ ଓ ତୋପାଖରେ ବି, ବିଳାଶ l❤️

ଇତି, ତୋର ସର୍ବସ୍ୱ 

No comments:

Post a Comment