ଇଷା
ଇଷା, ତୁ ତ ଅମାବାସ୍ୟା ର ଉଜ୍ଜ୍ୱଳ ଜହ୍ନ
ତୁ ତ ଏକ ଚିରହରୀତ ମରୁ ଉଦ୍ୟାନ
ତୁ ତ ଘନ କୁଝଟିକା ରେ ଦୀପ୍ତିମାନ ତପନ
ତୁ ତ ନର୍ଦମା ରେ ଏକ ଅମୁଲ୍ୟ ସ୍ଵର୍ଣ!
ଇଷା, ସାଗର ବକ୍ଷେ ତୁ ଏକ ସୁମଧୁର ନିର୍ଝର
ଉତ୍ତପ୍ତ ମଦଧ୍ୟାହ୍ନେ ତୁ ତ ସୁଶୀତଳ କାକର
ତୁ ତ ବିରଳ ପାରିଜାତ ଏ ମର୍ତ୍ତ୍ୟର
ସତେ, ତୋ ସ୍ୱର୍ଗୀୟ ସାନିଧ୍ୟେ ଅମୃତମୟ ଏ ଉଦର!
ESHA
Esha, you are, indeed, the brightest Moon in the darkest sky,
You are an evergreen oasis in a desert bleak, sombre and dry,
You are the most radiant Sun in the thickest and dimmest fog,
Yes, you are the costliest glistening gold in the swampy bog!
Esha, you are the sweetest spring in the heart of the saltiest sea,
You are the soothing dew in the most ardent noon that swindles glee,
You are the rarest heavenly night jasmine upon this miry, mortal earth,
Yes, springs your touch, from dawn till dawn, a soulful of nectarous mirth!
Copyright: Dr. Shankar D Mishra, Bhubanes war, Odisha, India 11.01.2023
No comments:
Post a Comment