Thursday 27 May 2021

MONDELA'S CONCEPT OF A CHILD'S FREEDOM


MONDELA'S CONCEPT OF A CHILD'S 

FREEDOM

Every child has an appetite to be suckled its Mother's sweet, panacean Milk,

It has a hunger to relish green vegetables; ripe, succulent fruit and rich food, 

It has a desire to live in a cosy, well-furnished house; and wear satin or silk,

And, it has an aspiration to be given equal importance, and like others, to look good!

Every child has an inclination to leap in the pure dust of its holy country street,

It has a longing to splash gleefully the moving water at sunset on the golden shore,

It has an impulse to run with a dancing kite in the reaped corn fields with joy galore,

It has a craving to pluck wild nuts in the thick bushes chasing the butterflies that flit!

Every child pines for a right to be pampered by its grand parents, and told varied tales,

It yearns for a freedom to pray to the gods of its sole belief, and pursue a job of its choice,

It is eager for an free and fair access to elect its leaders who will never stifle its voice,

It looks for a liberty to wed someone with whom it feels confident to win life's Race!

Thus, until and unless a child enjoys its much beloved wishes, no country is free,

And, 'Freedom - a Modern Misnomer.' that everyone must heartily with me agree!

Misnomer - a wrong name

Copyright: Shankar D Mishra 27.05.21


*ଦୁଇଟି ସତ୍ୟ ଘଟଣା, ଯାହାକୁ ପଢ଼ିଲେ ଆପଣ ମଧ୍ୟ ଆପଣଙ୍କ ଜୀବନ ଜୀଇଁ ବାର ପଥ ବଦଳେଇବାକୁ ଚାହିଁବେ !*


*ପ୍ରଥମ*- 


*ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ହେବା ପରେ ଦିନେ ନେଲସନ ମଣ୍ଡେଲା ନିଜର ସୁରକ୍ଷା କର୍ମୀଙ୍କ ସହିତ ସହରରେ ଥିବା ଏକ ଜଳଖିଆ ଦୋକାନକୁ ଖାଇବା ପାଇଁ ଗଲେ। ସମସ୍ତେ ନିଜ ନିଜର ପସନ୍ଦ ଖାଦ୍ୟ ଅର୍ଡର କଲେ ଏବଂ ଖାଇବା ପାଇଁ ଅପେକ୍ଷା କଲେ। ସେହି ସମୟରେ ମାଣ୍ଡେଲା ଙ୍କ ସିଟ୍ ସାମ୍ନାରେ ଜଣେ ବ୍ୟକ୍ତି ଖାଇବା ଅପେକ୍ଷାରେ ବସିଥାନ୍ତି। ମାଣ୍ଡେଲା ନିଜର ସୁରକ୍ଷା କର୍ମୀଙ୍କୁ କହିଲେ, ସେହି ବ୍ୟକ୍ତି ଙ୍କୁ ମଧ୍ୟ ଆମ ଟେବୁଲକୁ ଡ଼ାକ। ଏହିପରି ହିଁ ହେଲା। ଖାଦ୍ୟ ପରସା ହେଲା ପରେ ସମସ୍ତେ ଖାଇବାକୁ ଲାଗିଲେ। କିନ୍ତୁ ସେହି ବ୍ୟକ୍ତି ଖାଇବା ସମୟରେ ତାଙ୍କର ହାତ ବହୁତ ଥରୁଥିଲା ଦେଖିବାକୁ ମିଳିଲା। ଖାଇବା ସାରି ବ୍ୟକ୍ତି ଜଣକ ମୁଣ୍ଡ ଝୁକାଇ ରେସ୍ତୋରାଁ ରୁ ଚାଲିଗଲେ। ସେ ଲୋକ ଚାଲିଯିବା ପରେ ସୁରକ୍ଷା କର୍ମୀମାନେ ମାଣ୍ଡେଲା ଙ୍କୁ କହିଲେ, ବ୍ୟକ୍ତି ଜଣକ ବହୁତ ବିମାରୀ ଥିଲେ, ଯାହା ଫଳରେ ଖାଇବା ସମୟରେ ତାଙ୍କର ହାତ ଲଗାତାର କଂପି ଉଠୁଥିଲା, ଆଉ ସେ ନିଜେ ମଧ୍ୟ ଥରୁଥିଲେ। ମାଣ୍ଡେଲା କହିଲେ, ନାଁ ପ୍ରକୃତରେ ଏପରି ନୁହେଁ। ଏହି ବ୍ୟକ୍ତି ସେହି ଜେଲ୍ ର ଜେଲର ଥିଲେ, ଯେଉଁଠି ମୋତେ ବନ୍ଦି କରି ରଖାଯାଇଥିଲା। ଯେତେବେଳେ ମୋତେ ପୀଡ଼ା ଯାତନା ଦିଆଯାଇଥିଲା,ଆଉ ମୁଁ ବିକଳରେ ପାଣି ମାଗୁଥିଲି, ସେତେବେଳେ ଏହି ବ୍ୟକ୍ତି ମୋ ଉପରେ ପରିସ୍ରା କରୁଥିଲା।*


*ନେଲସନ ମଣ୍ଡେଲା କହିଲେ, ମୁଁ ଏବେ ରାଷ୍ଟ୍ରପତି ହୋଇଯାଇଛି, ସେ ଭାବିଲା ବୋଧହୁଏ ମୁଁ ତା' ସହିତ ସେପରି ବ୍ୟବହାର କରିବି। କିନ୍ତୁ ମୋର ଚରିତ୍ର ସେପରି ନୁହେଁ। ମୋତେ ଲାଗୁଛି, ପ୍ରତିଶୋଧ ପରାୟଣ ଭାବନାରେ କାର୍ଯ୍ୟ କଲେ ତାହା ବିନାଶ ଆଡ଼କୁ ନେଇଯାଇଥାଏ,, କିନ୍ତୁ ସେହିଠାରେ ଧର୍ଯ୍ୟ ଏବଂ ସହିଷ୍ଣୁତାର ମାନସିକତା ଆମକୁ ବିକାଶ ଆଡ଼କୁ ନେଇଯାଇଥାଏ।*


*ଦ୍ଵୀତୀୟ-*


*ମୁମ୍ବାଇରୁ ବାଙ୍ଗାଲୋର ଯାଉଥିବା ଟ୍ରେନ ରେ ଯାତ୍ରା କରୁଥିବା ସମୟରେ T C ଟିକେଟ ଚେକ୍ କରୁଥିବା ସମୟରେ ସିଟ୍ ତଳେ ଲୁଚିରହିଥିବା ଜଣେ ୧୩/୧୪ ବର୍ଷର ଝିଅକୁ ଦେଖିଲେ, ଏବଂ ତାକୁ କହିଲେ-*


*TC- ଟିକେଟଦେଖାଅ ?*

*ଭୟରେ ଥରୁଥିବା ଝିଅ- ନାହିଁ ସାହେବ୍।*

*TC- ତେବେ ଗାଡ଼ିରୁ ଓହ୍ଲେଇ ଯା...*


*ତା'ର ଟିକେଟର ମୂଲ୍ୟ ମୁଁ ଦେଉଛି... ପଛରେ ବସିଥିବା ଜଣେ ସହଯାତ୍ରୀ ଊଷା ଭଟ୍ଟାଚାର୍ଯ୍ୟ କହିଲେ। ଯିଏ ପେଶାରେ ଜଣେ ପ୍ରଫେସର ଥିଲେ।*


*ଉଷା ଦେବୀ- ତୁମେ କେଉଁଠିକୁ ଯିବ?*

*ସେ ଝିଅ- ଜାଣି ନାହିଁ ମାମ୍।*

*ଉଷା ଦେବୀ- ତେବେ ମୋ ସହିତ ବାଙ୍ଗାଲୋର ପର୍ଯ୍ୟନ୍ତ ଚାଲ।*

*ଉଷା ଦେବୀ- ତୁମ ନାଁ କ'ଣ?*

*ଝିଅ- ଚିତ୍ରା*


*ବାଙ୍ଗାଲୋର ପହଞ୍ଚିବା ପରେ ଉଷା ଦେବୀ ନିଜର ଜଣାଶୁଣା ଏକ ସ୍ବୟଂ ସେବୀ ସଂସ୍ଥା ରେ ରଖିଦେଲେ। ଏବଂ ଏକ ବଡ଼ ସ୍କୁଲ ରେ ଆଡ଼ମିଶନ କରାଇ ଦେଲେ। ଏହା ପରେ ଉଷା ଦେବୀ ଙ୍କର ଦିଲ୍ଲୀ ଟ୍ରାସଫର୍ ହୋଇ ଗଲା। ଯେଉଁଥିପାଇଁ ଚିତ୍ରା ସହିତ ସଂପର୍କ ମଧ୍ୟ ଦୂରେଇ ଗଲା, କିନ୍ତୁ ମଝିରେ ମଝିରେ ଫୋନ୍ ରେ କଥା ହୁଅନ୍ତି।*


*ପାଖାପାଖି ୧୨ ବର୍ଷ ପରେ ଉଷା ଦେବୀଙ୍କୁ ଏକ ଲେକଚର୍ କାର୍ଯ୍ୟକ୍ରମ ରେ ଫ୍ରାନ୍ସିସ୍କୋ, ଆମେରିକା ନିମନ୍ତ୍ରଣ କରାଯାଇଥିଲା। ଲେକଚର୍ କାର୍ଯ୍ୟ କ୍ରମ ପରେ ସେ ଯେତେବେଳେ ହୋଟେଲ ରେ ବିଲ୍ ପୈଠ କରିବା ପାଇଁ ରିସେପସନ୍ କୁ ଗଲେ,ଜଣା ପଡ଼ିଲା ଯେ ପଛରେ ଠିଆ ହୋଇଥିବା ଏକ ସୁନ୍ଦର ଦମ୍ପତ୍ତି ପୂର୍ବରୁ ସେ ବିଲ୍ ପୈଠ କରି ସାରିଛନ୍ତି।*


*ତୁମେ ମୋର ବିଲ୍ କାହିଁକି ପୈଠ କଲ?*

*ମ୍ୟାମ୍ ଏହା ବାଙ୍ଗାଲୋର ରୁ ମୁମ୍ବାଇ ପର୍ଯ୍ୟନ୍ତ ଟ୍ରେନ ଟିକେଟ ସାମ୍ନାରେ କିଛି ବି ନୁହେଁ।*


*ଉଷା ଦେବୀ- ଆରେ ଚିତ୍ରା...*


*ଚିତ୍ରା ଆଉ କେହି ନଥିଲା , ସେ ଇମ୍ଫୋସିସ୍ ଫାଉଣ୍ଡେସନର ଚେୟାରମେନ ସୁଦ୍ଧା ମୂର୍ତ୍ତି ଥିଲେ,ଯିଏ କି ଇମ୍ଫୋସିସ୍ ର ସଂସ୍ଥାପକ ଶ୍ରୀ ନାରାୟଣ ମୂର୍ତ୍ତି ଙ୍କର ଧର୍ମ ପତ୍ନୀ।*


*ଏହି ଲଘୁକଥା ଟି ତାଙ୍କ ଦ୍ଵାରା ଲେଖାଯାଇଥିବା ପୁସ୍ତକ"The day I stand drinking milk" ରୁ ଉଦ୍ଧାର କରାଯାଇଛି।*


*କେବେ କେବେ ଆପଣଙ୍କ ଦ୍ଵାରା କାହାକୁ କରାଯାଇଥିବା କିଛି ସହାୟତା,କାହାର ଜୀବନ ବଦଳେଇ ଦେଇପାରେ। ଯଦି ଜୀବନରେ କିଛି ଅର୍ଜନ କରିବାର ଅଛି ତ ପୁଣ୍ୟ ଅର୍ଜିତ କର, କାହିଁକି ନା ଏହା ହିଁ ହେଉଛି ଏକ ମାତ୍ର ମାର୍ଗ ଯାହା ମୋକ୍ଷ ପର୍ଯ୍ୟନ୍ତ ନେଇ ଯାଉଥାଏ...*


*ସର୍ବଦା ପ୍ରସନ୍ନ ରୁହନ୍ତୁ ଏବଂ ମନେ ରଖନ୍ତୁ- ଯାହା ପ୍ରାପ୍ତ ଅଟେ ତାହା ପର୍ଯ୍ୟାପ୍ତ ଅଟେ। ଯାହାର ମନ ମସ୍ତ ଅଟେ ତାହା ପାଖରେ ସମସ୍ତ ଅଟେ*


*🌹*

N.B Coincidentally I received a whatsapp message on Nelson Mandela the very next day, i.e today just after I composed the poem on him a day after, i.e yesterday, 27.5.21


No comments:

Post a Comment