Wednesday 20 July 2022

1. SDM’S Spoken English materials on V1, V2 and shall/will V1


1.      SDM’S Spoken English materials on V1

 

Page 1


*
ମୁଁ ଭାତ ଖାଏ|I eat rice.

* ମୁଁ ଭାତ ଖାଏ ନାହିଁ |I do not eat rice.

* ମୁଁ ଭାତ ଖାଏ କି? Do I eat rice?

* ମୁଁ ଭାତ ଖାଏ ନାହିଁ କି? Don't I eat rice?/ Do I not eat rice?

* ମୁଁ ' ଖାଏ? What do I eat?

* ମୁଁ ' ଖାଏ ନାହିଁ ? What don't I eat?/What do I not eat?

* ମୁଁ କେତେବେଳେ ଭାତ ଖାଏ? When do I eat rice?

* ମୁଁ କେତେବେଳେ ଭାତ ଖାଏ ନାହିଁ? When don't I eat rice?/ When do I not eat rice?

* ମୁଁ କେଉଁଠାରେ ଭାତ ଖାଏ? Where do I eat rice? 

* ମୁଁ କେଉଁଠାରେ ଭାତ ଖାଏ ନାହିଁ ? Where don't I eat rice? Where do I  not eat rice?

* ମୁଁ କିପରି ଭାତ ଖାଏ ? How do I eat rice?

* ମୁଁ କିପରି ଭାତ ଖାଏ ନାହିଁ ? How don't I eat rice?/ How do I not eat rice?

* ମୁଁ କାହିଁକି ଭାତ ଖାଏ? Why do I eat rice?

* ମୁଁ କାହିଁକି ଭାତ ଖାଏ ନାହିଁ ? Why don't I eat rice?/Why do I not eat rice?

* ମୁଁ କେଉଁ ଭାତ ଖାଏ? Which rice do I eat?

* ମୁଁ କେଉଁ ଭାତ ଖାଏ ନାହିଁ? Which rice don't I eat?/Which rice do I not eat?

* ମୁଁ କାହାର ଭାତ ଖାଏ? Whose rice do I eat?

* ମୁଁ କାହାର ଭାତ ଖାଏ ନାହିଁ? Whose rice don't I eat?/Whose rice do I not eat?

* ମୁଁ କାହାଠାରୁ ଭାତ ଖାଏ? From whom do I eat rice?

* ମୁଁ କାହାଠାରୁ ଭାତ ଖାଏ ନାହିଁ? From whom don't I eat rice?/From whom do I not eat rice?

* ମୁଁ କାହାପାଇଁ ଭାତ ଖାଏ? For whom do I eat rice?

* ମୁଁ କାହାପାଇଁ ଭାତ ଖାଏ ନାହିଁ? For whom don't I eat rice?/ For whom do I not eat rice?

* ମୁଁ କେତେବେଳ ପର୍ଯ୍ୟନ୍ତ ଭାତ ଖାଏ? Till how long do I eat rice?

* ମୁଁ କେତେବେଳ ପର୍ଯ୍ୟନ୍ତ ଭାତ ଖାଏ ନାହିଁ? Till how long don't I eat rice? Till how long do I not eat rice?

ଭାତ କିଏ ଖାଏ /ଖାଆନ୍ତି? Who eats rice?

* ଭାତ କିଏ ଖାଏ ନାହିଁ/ଖାଆନ୍ତି ନାହିଁ? Who doesn't eat rice?/Who does not eat rice?

* ମୁଁ କେତେ ଭାତ ଖାଏ? How much rice do I eat?

ମୁଁ କେତେ ଭାତ ଖାଏ ନାହିଁ? How much rice don't I eat? How much rice do I not eat?

 

Page 2

* ଭାତ ମୋ ଦ୍ୱାରା ଖିଆଯାଏ | Rice is eaten by me.

* ଭାତ ମୋ ଦ୍ୱାରା ଖିଆଯାଏ ନାହିଁ | Rice is not eaten by me.

* ଭାତ ମୋ ଦ୍ୱାରା ଖିଆଯାଏ କି? Is rice eaten by me?

* ଭାତ ମୋ ଦ୍ୱାରା ଖିଆଯାଏ ନାହିଁ କି? Isn't rice eaten by me?/ Is rice not eaten by me?

* ମୋ ଦ୍ୱାରା ' ଖିଆଯାଏ? What is eaten by me?

* ମୋ ଦ୍ୱାରା ' ଖିଆଯାଏ ନାହିଁ ? What isn't eaten by me?/ What is not eaten by me?

* ଭାତ କେତେବେଳେ ମୋ ଦ୍ୱାରା ଖିଆଯାଏ? When is rice eaten by me?

* ଭାତ କେତେବେଳେ ମୋ ଦ୍ୱାରା ଖିଆଯାଏ ନାହିଁ? When isn't rice eaten by me?/When is rice not eaten by me?

* ଭାତ କେଉଁଠାରେ ମୋ ଦ୍ୱାରା ଖିଆଯାଏ? Where is rice eaten by me?

* ଭାତ କେଉଁଠାରେ ମୋ ଦ୍ୱାରା ଖିଆଯାଏ ନାହିଁ? Where isn't rice eaten by me?/Where is rice not eaten by me?

* ଭାତ କିପରି ମୋ ଦ୍ୱାରା ଖିଆଯାଏ? How is rice eaten by me?

* ଭାତ କିପରି ମୋ ଦ୍ୱାରା ଖିଆଯାଏ ନାହିଁ ? How isn't rice eaten by me?/How is rice not eaten by me?

* ଭାତ କାହିଁକି ମୋ ଦ୍ୱାରା ଖିଆଯାଏ? Why is rice eaten by me?

* ଭାତ କାହିଁକି ମୋ ଦ୍ୱାରା ଖିଆଯାଏ ନାହିଁ? Why isn't rice eaten by me?/Why is rice not eaten by me?

* କେଉଁ ଭାତ ମୋ ଦ୍ୱାରା ଖିଆଯାଏ? Which rice is eaten by me?

* କେଉଁ ଭାତ ମୋ ଦ୍ୱାରା ଖିଆଯାଏ ନାହିଁ? Which rice isn't eaten by me?/Which rice is not eaten by me?

* କାହାର ଭାତ ମୋ ଦ୍ୱାରା ଖିଆଯାଏ? Whose rice is eaten by me?

* କାହାର ଭାତ ମୋ ଦ୍ୱାରା ଖିଆଯାଏ ନାହିଁ? Whose rice isn't eaten by me?/Whose rice is not eaten by me?

* ଭାତ ମୋ ଦ୍ୱାରା କାହାଠାରୁ ଖିଆଯାଏ? From whom is rice eaten by me?

* ଭାତ ମୋ ଦ୍ୱାରା କାହାଠାରୁ ଖିଆଯାଏ ନାହିଁ? From whom isn't rice eaten by me?/From whom is rice not eaten by me?

* କାହାପାଇଁ ଭାତ ମୋ ଦ୍ୱାରା ଖିଆଯାଏ? For whom is rice eaten by me?

* କାହାପାଇଁ ଭାତ ମୋ ଦ୍ୱାରା ଖିଆଯାଏ ନାହିଁ? For whom isn't rice eaten by me?/For whom is rice not eaten by me?

* କେତେବେଳ ପର୍ଯ୍ୟନ୍ତ ଭାତ ମୋ ଦ୍ୱାରା ଖିଆଯାଏ? Till how long is rice eaten by me?

* କେତେବେଳ ପର୍ଯ୍ୟନ୍ତ ଭାତ ମୋ ଦ୍ୱାରା ଖିଆଯାଏ ନାହିଁ? Till how long isn't rice eaten by me?/Till how long is rice not eaten by me?

ଭାତ କାହା ଦ୍ୱାରା ଖିଆଯାଏ? By whom is rice eaten?

* ଭାତ କାହା ଦ୍ୱାରା ଖିଆଯାଏ ନାହିଁ? By whom isn't rice eaten?/By whom is rice not eaten?

* ମୋ ଦ୍ୱାରା କେତେ ଭାତ ଖିଆଯାଏ? How much rice is eaten by me?

ମୋ ଦ୍ୱାରା କେତେ ଭାତ ଖିଆଯାଏ ନାହିଁ? How much rice isn't eaten by me?/How much rice is not eaten by me?

Page 3

* ମୁଁ ଭାତ ଖାଇଲି|I ate rice.

* ମୁଁ ଭାତ ଖାଇଲି ନାହିଁ |I did not eat rice.

* ମୁଁ ଭାତ ଖାଇଲି କି? Did I eat rice?

* ମୁଁ ଭାତ ଖାଇଲିନାହିଁ କି? Didn't I eat rice?/ Did I not eat rice?

* ମୁଁ ' ଖାଇଲି? What did I eat?

* ମୁଁ ' ଖାଇଲି ନାହିଁ ? What didn't I eat?/What did I not eat?

* ମୁଁ କେତେବେଳେ ଭାତ ଖାଇଲି? When did I eat rice?

* ମୁଁ କେତେବେଳେ ଭାତ ଖାଇଲି ନାହିଁ? When didn't I eat rice?/ When did I not eat rice?

* ମୁଁ କେଉଁଠାରେ ଭାତ ଖାଇଲି? Where did I eat rice? 

* ମୁଁ କେଉଁଠାରେ ଭାତ ଖାଇଲି ନାହିଁ ? Where didn't I eat rice? Where did I  not eat rice?

* ମୁଁ କିପରି ଭାତ ଖାଇଲି ? How did I eat rice?

* ମୁଁ କିପରି ଭାତ ଖାଇଲି ନାହିଁ ? How didn't I eat rice?/ How did I not eat rice?

* ମୁଁ କାହିଁକି ଭାତ ଖାଇଲି? Why did I eat rice?

* ମୁଁ କାହିଁକି ଭାତ ଖାଇଲି ନାହିଁ ? Why didn't I eat rice?/Why did I not eat rice?

* ମୁଁ କେଉଁ ଭାତ ଖାଇଲି? Which rice did I eat?

* ମୁଁ କେଉଁ ଭାତ ଖାଇଲି ନାହିଁ? Which rice didn't I eat?/Which rice did I not eat?

* ମୁଁ କାହାର ଭାତ ଖାଇଲି? Whose rice did I eat?

* ମୁଁ କାହାର ଭାତ ଖାଇଲି ନାହିଁ? Whose rice didn't I eat?/Whose rice did I not eat?

* ମୁଁ କାହାଠାରୁ ଭାତ ଖାଇଲି? From whom did I eat rice?

* ମୁଁ କାହାଠାରୁ ଭାତ ଖାଇଲି ନାହିଁ? From whom didn't I eat rice?/From whom did I not eat rice?

* ମୁଁ କାହାପାଇଁ ଭାତ ଖାଇଲି? For whom did I eat rice?

* ମୁଁ କାହାପାଇଁ ଭାତ ଖାଇଲି ନାହିଁ? For whom didn't I eat rice?/ For whom did I not eat rice?

* ମୁଁ କେତେବେଳ ପର୍ଯ୍ୟନ୍ତ ଭାତ ଖାଇଲି? Till how long did I eat rice?

* ମୁଁ କେତେବେଳ ପର୍ଯ୍ୟନ୍ତ ଭାତ ଖାଇଲି ନାହିଁ? Till how long didn't I eat rice? Till how long did I not eat rice?

ଭାତ କିଏ ଖାଇଲା /ଖାଇଲେ? Who ate rice?/ Who did eat rice?

* ଭାତ କିଏ ଖାଇଲା /ଖାଇଲେ ନାହିଁ? Who didn't eat rice?/Who did not eat rice?

* ମୁଁ କେତେ ଭାତ ଖାଇଲି? How much rice did I eat?

ମୁଁ କେତେ ଭାତ ଖାଇଲି ନାହିଁ? How much rice didn't I eat? How much rice did I not eat?

 

Page 4

* ଭାତ ମୋ ଦ୍ୱାରା ଖିଆଗଲା | Rice was eaten by me.

ଭାତ ମୋ ଦ୍ୱାରା ଖିଆଗଲା ନାହିଁ |Rice was not eaten by me

* ଭାତ ମୋ ଦ୍ୱାରା ଖିଆଗଲା କି?  Was rice eaten by me?

* ଭାତ ମୋ ଦ୍ୱାରା ଖିଆଗଲା ନାହିଁ କି? Wasn't rice eaten by me?/ Was rice not eaten by me?

* ମୋ ଦ୍ୱାରା ' ଖିଆଗଲା? What was eaten by me?

* ମୋ ଦ୍ୱାରା ' ଖିଆଗଲା ନାହିଁ ? What wasn't eaten by me?/ What was not eaten by me?

* ଭାତ କେତେବେଳେ ମୋ ଦ୍ୱାରା ଖିଆଗଲା? When was rice eaten by me?

* ଭାତ କେତେବେଳେ ମୋ ଦ୍ୱାରା ଖିଆଗଲା ନାହିଁ? When wasn't rice eaten by me?/When was rice not eaten by me?

* ଭାତ କେଉଁଠାରେ ମୋ ଦ୍ୱାରା ଖିଆଗଲା? Where was rice eaten by me?

* ଭାତ କେଉଁଠାରେ ମୋ ଦ୍ୱାରା ଖିଆଗଲା ନାହିଁ? Where wasn't rice eaten by me?/Where was rice not eaten by me?

* ଭାତ କିପରି ମୋ ଦ୍ୱାରା ଖିଆଗଲା? How was rice eaten by me?

* ଭାତ କିପରି ମୋ ଦ୍ୱାରା ଖିଆଗଲା ନାହିଁ ? How wasn't rice eaten by me?/How was rice not eaten by me?

* ଭାତ କାହିଁକି ମୋ ଦ୍ୱାରା ଖିଆଗଲା? Why was rice eaten by me?

* ଭାତ କାହିଁକି ମୋ ଦ୍ୱାରା ଖିଆଗଲା ନାହିଁ? Why wasn't rice eaten by me?/Why was rice not eaten by me?

* କେଉଁ ଭାତ ମୋ ଦ୍ୱାରା ଖିଆଗଲା? Which rice was eaten by me?

* କେଉଁ ଭାତ ମୋ ଦ୍ୱାରା ଖିଆଗଲା ନାହିଁ? Which rice wasn't eaten by me?/Which rice was not eaten by me?

* କାହାର ଭାତ ମୋ ଦ୍ୱାରା ଖିଆଗଲା? Whose rice was eaten by me?

* କାହାର ଭାତ ମୋ ଦ୍ୱାରା ଖିଆଗଲା ନାହିଁ? Whose rice wasn't eaten by me?/Whose rice was not eaten by me?

* ଭାତ ମୋ ଦ୍ୱାରା କାହାଠାରୁ ଖିଆଗଲା? From whom was rice eaten by me?

* ଭାତ ମୋ ଦ୍ୱାରା କାହାଠାରୁ ଖିଆଗଲା ନାହିଁ? From whom wasn't rice eaten by me?/From whom was rice not eaten by me?

* କାହାପାଇଁ ଭାତ ମୋ ଦ୍ୱାରା ଖିଆଗଲା? For whom was rice eaten by me?

* କାହାପାଇଁ ଭାତ ମୋ ଦ୍ୱାରା ଖିଆଗଲା ନାହିଁ? For whom wasn't rice eaten by me?/For whom was rice not eaten by me?

* କେତେବେଳ ପର୍ଯ୍ୟନ୍ତ ଭାତ ମୋ ଦ୍ୱାରା ଖିଆଗଲା? Till how long was rice eaten by me?

* କେତେବେଳ ପର୍ଯ୍ୟନ୍ତ ଭାତ ମୋ ଦ୍ୱାରା ଖିଆଗଲା ନାହିଁ? Till how long wasn't rice eaten by me?/Till how long was rice not eaten by me?

ଭାତ କାହା ଦ୍ୱାରା ଖିଆଗଲା? By whom was rice eaten?

* ଭାତ କାହା ଦ୍ୱାରା ଖିଆଗଲା ନାହିଁ? By whom wasn't rice eaten?/By whom was rice not eaten?

* ମୋ ଦ୍ୱାରା କେତେ ଭାତ ଖିଆଗଲା? How much rice was eaten me?

ମୋ ଦ୍ୱାରା କେତେ ଭାତ ଖିଆଗଲା ନାହିଁ? How much rice wasn't eaten me?/How much rice was not eaten me?

 

Page 5

* ମୁଁ ଭାତ ଖାଇବି|I shall eat rice.

* ମୁଁ ଭାତ ଖାଇବି ନାହିଁ |I shall not eat eat rice.

* ମୁଁ ଭାତ ଖାଇବି କି? Shall I eat  rice?

* ମୁଁ ଭାତ ଖାଇବି ନାହିଁ କି? Shan't I eat rice?/ Shall I not eat rice?

* ମୁଁ ' ଖାଇବି? What shall I eat?

* ମୁଁ ' ଖାଇବି ନାହିଁ ? What shan't I eat?/What shall I not eat?

* ମୁଁ କେତେବେଳେ ଭାତ ଖାଇବି? When shall I eat rice?

* ମୁଁ କେତେବେଳେ ଭାତ ଖାଇବି ନାହିଁ? When shan't I eat rice? / When shall I not eat rice?

* ମୁଁ କେଉଁଠାରେ ଭାତ ଖାଇବି? Where shall I eat rice? 

* ମୁଁ କେଉଁଠାରେ ଭାତ ଖାଇବି ନାହିଁ ? Where shan't I eat rice? Where shall I not eat rice?

* ମୁଁ କିପରି ଭାତ ଖାଇବି ? How shall I eat rice?

* ମୁଁ କିପରି ଭାତ ଖାଇବି ନାହିଁ ? How shan't I eat rice?/ How shall I not eat rice?

* ମୁଁ କାହିଁକି ଭାତ ଖାଇବି? Why shall I eat rice?

* ମୁଁ କାହିଁକି ଭାତ ଖାଇବି ନାହିଁ ? Why shan't I eat rice?/Why shall I not eat rice?

* ମୁଁ କେଉଁ ଭାତ ଖାଇବି? Which rice shall I eat?

* ମୁଁ କେଉଁ ଭାତ ଖାଇବି ନାହିଁ? Which rice shan't I eat?/Which rice shall I not eat?

* ମୁଁ କାହାର ଭାତ ଖାଇବି? Whose rice shall I eat?

* ମୁଁ କାହାର ଭାତ ଖାଇବି ନାହିଁ? Whose rice shan't I eat?/Whose rice shall I not eat?

* ମୁଁ କାହାଠାରୁ ଭାତ ଖାଇବି? From whom shall I eat rice?

* ମୁଁ କାହାଠାରୁ ଭାତ ଖାଇବି ନାହିଁ? From whom shan't I eat rice?/From whom shall I not eat rice?

* ମୁଁ କାହାପାଇଁ ଭାତ ଖାଇବି? For whom shall I eat rice?

* ମୁଁ କାହାପାଇଁ ଭାତ ଖାଇବି ନାହିଁ? For whom shan't I eat rice?/ For whom shall I not eat rice?

* ମୁଁ କେତେବେଳ ପର୍ଯ୍ୟନ୍ତ ଭାତ ଖାଇବି? Till how long shall I eat rice?

* ମୁଁ କେତେବେଳ ପର୍ଯ୍ୟନ୍ତ ଭାତ ଖାଇବି ନାହିଁ? Till how long shan't I eat rice? Till how long shall I not eat rice?

ଭାତ କିଏ ଖାଇବ/ଖାଇବେ? Who will eat rice?/ Who will eat rice?

* ଭାତ କିଏ ଖାଇବ/ଖାଇବେ ନାହିଁ? Who won't eat rice?/Who will not eat rice?

* ମୁଁ କେତେ ଭାତ ଖାଇବି? How much rice shall I eat?

ମୁଁ କେତେ ଭାତ ଖାଇବି ନାହିଁ? How much rice shan't I eat? How much rice shall I not eat?

 

Page 6

* ଭାତ ମୋ ଦ୍ୱାରା ଖିଆଯିବ | Rice will be eaten by me.

* ଭାତ ମୋ ଦ୍ୱାରା ଖିଆଯିବ ନାହିଁ | Rice will not be eaten by me.

* ଭାତ ମୋ ଦ୍ୱାରା ଖିଆଯିବ କି? Will rice be eaten by me?

* ଭାତ ମୋ ଦ୍ୱାରା ଖିଆଯିବ ନାହିଁ କି? Won't rice be eaten by me?/ Will rice not be eaten by me?

* ମୋ ଦ୍ୱାରା ' ଖିଆଯିବ? What will be eaten by me?

* ମୋ ଦ୍ୱାରା ' ଖିଆଯିବ ନାହିଁ ?What won't be eaten by me? /What will not be eaten by me?

* ଭାତ କେତେବେଳେ ମୋ ଦ୍ୱାରା ଖିଆଯିବ? When will rice be eaten by me?

ଭାତ କେତେବେଳେ ମୋ ଦ୍ୱାରା ଖିଆଯିବ ନାହିଁ? When won't rice be eaten by me?/When will rice not be eaten by me?

* ଭାତ କେଉଁଠାରେ ମୋ ଦ୍ୱାରା ଖିଆଯିବ? Where will rice be eaten by me?

* ଭାତ କେଉଁଠାରେ ମୋ ଦ୍ୱାରା ଖିଆଯିବ ନାହିଁ ? Where won't rice be eaten by me?/Where will rice not be eaten by me?/

* ଭାତ କିପରି ମୋ ଦ୍ୱାରା ଖିଆଯିବ ? How will rice be eaten by me?

* ଭାତ କିପରି ମୋ ଦ୍ୱାରା ଖିଆଯିବ ନାହିଁ? How won't rice be eaten by me?/How will rice not be eaten by me?

*ଭାତ କାହିଁକି ମୋ ଦ୍ୱାରା ଖିଆଯିବ ? Why will rice be eaten by me?

* ଭାତ କାହିଁକି ମୋ ଦ୍ୱାରା ଖିଆଯିବ ନାହିଁ? Why will rice not be eaten by me?/ Why won't rice be eaten by me?

* କେଉଁ ଭାତ ମୋ ଦ୍ୱାରା ଖିଆଯିବ ? Which rice will be eaten by me?

* କେଉଁ ଭାତ ମୋ ଦ୍ୱାରା ଖିଆଯିବ ନାହିଁ? Which rice will not be eaten by me?/Which rice won't be eaten by me?

* କାହାର ଭାତ ମୋ ଦ୍ୱାରା ଖିଆଯିବ? Whose rice will be eaten by me?

* କାହାର ଭାତ ମୋ ଦ୍ୱାରା ଖିଆଯିବ ନାହିଁ? Whose rice will not be eaten by me?/Whose rice won't be eaten by me?

* କାହାଠାରୁ ଭାତ ମୋ ଦ୍ୱାରା ଖିଆଯିବ? From whom will rice be eaten by me?

* କାହାଠାରୁ ଭାତ ମୋ ଦ୍ୱାରା ଖିଆଯିବ ନାହିଁ? From whom will rice not be eaten by me?/From whom won't rice be eaten by me?

* ଭାତ କାହାପାଇଁ ମୋ ଦ୍ୱାରା ଖିଆଯିବ? For whom will rice be eaten by me?

* ଭାତ କାହାପାଇଁ ମୋ ଦ୍ୱାରା ଖିଆଯିବ ନାହିଁ? For whom will rice not be eaten by me?/For whom won't rice be eaten by me?

*ଭାତ କେତେବେଳ ପର୍ଯ୍ୟନ୍ତ ମୋ ଦ୍ୱାରା ଖିଆଯିବ? Till how long will rice be eaten by me?

* ଭାତ କେତେବେଳ ପର୍ଯ୍ୟନ୍ତ ମୋ ଦ୍ୱାରା ଖିଆଯିବ ନାହିଁTill how long won't rice be eaten by me?/Till how long will rice not be eaten by me?

ଭାତ କାହା ଦ୍ୱାରା ଖିଆଯିବ? By whom will rice be eaten?

* ଭାତ କାହା ଦ୍ୱାରା ଖିଆଯିବ ନାହିଁBy whom won't rice be eaten?/By whom will rice not be eaten?

* ମୋ ଦ୍ୱାରା କେତେ ଭାତ ଖିଆଯିବ? How much rice will be eaten by me?

ମୋ ଦ୍ୱାରା କେତେ ଭାତ ଖିଆଯିବ ନାହିଁ ? How much  rice won't be eaten by me?/How much rice will not be eaten by me?

Practice - 1

1. ମୁଁ ଗୀତ ଗାଏ|

2. ଆମେ cricket ଖେଳୁ |

3. ତୁମେ କବିତା ଲେଖ|

4. ମା ଘର ଓଳାନ୍ତି|

5. ପିଲାମାନେ ରଚନା ଲେଖନ୍ତି |

 


3 comments:

  1. I will inform the aspirants to join the course

    ReplyDelete
  2. Very good step, sir. Useful for school going students

    ReplyDelete