ଆମେ ବଞ୍ଚିବା ଓଡ଼ିଶା ପାଇଁରେ.............
ଆମେ ବଞ୍ଚିବା ଓଡ଼ିଶା ପାଇଁରେ
ଆମେ ମରିବା ଓଡ଼ିଶା ପାଇଁରେ;
ଯାହାଙ୍କ ସପନ ଆଜି ରହିଛି ଅଧୁରା
ମିଳିମିଶି ଆମେ ସବୁ କରିଦେବା ପୁରା
ସେଥୂପାଇଁ ଯୁବଶକ୍ତି
ଜାଗରେ ଜାଗରେ ଜାଗରେ..............
ଆମେ ବଞ୍ଚିବା ଓଡ଼ିଶା ପାଇଁରେ .................. (1)
ଓଡିଶାରେ ଭରପୁର ଖଣିଜ ସମ୍ପଦ,
ମହାନଦୀ ଋଷିକୂଲ୍ୟା କେତେ ନଦୀ ହ୍ରଦ ।
ଭରିଅଛି ଏ ମାଟିରେ ଜଙ୍ଗଲ ସମ୍ପଦ,
ଚାଷ ଜମି ଥାଇ ଶୁଭେ ଭୋକିଲାର ଶବ୍ଦ।
ଏହାର କାରଣ ଆଜି
ଖୋଜରେ ଖୋଜରେ ଖୋଜରେ ................
ଆମେ ବଞ୍ଚିବା ଓଡ଼ିଶା ପାଇଁରେ .................. (2)
କେଉଁ ଗୁଣେ ସାଧବଟି ବିଦେଶେ ବେପାର,
ଆଣୁଥୁଲା ଧନରତ୍ନ କରି ଭରପୁର।
କେଉଁ ଶିକ୍ଷା ବଳେ ଆମେ ଦାଦନ ଖଟୁଛୁ,
ଖଟି ଖଟି ବଞ୍ଚିବାରେ ମରୁଛୁ ସଢ଼ୁଛୁ।
ନିଜ ଅଧୂକାର ଆଜି
ଜାଣରେ ଜାଣରେ ଜାଣରେ........
ଆମେ ବଞ୍ଚିବା ଓଡ଼ିଶା ପାଇଁରେ ........... (3)
ସେ ସମୟେ ଯୁବଶକ୍ତି କୋଣାର୍କ ଗଢିଛି,
ଆଜି ଏହି ଶକ୍ତି କିମ୍ପା ଏହାକୁ ଭୁଲୁଛି।
କୁଶଳୀ ହୋଇବା ଜାଣ ଏହା ଆମ ମନ୍ତ୍ର,
ଖବର ରହିବ ପାଶେ ଅସଲି ସେ ତନ୍ତ୍ର।
ନିର୍ମାଣେ ଲାଗିବ ହାତ
କାମରେ କାମରେ କାମରେ .........
ଆମେ ବଞ୍ଚିବା ଓଡ଼ିଶା ପାଇଁରେ ........... (4)
ଆସ ସବୁ ସାଥୀ ମିସି କରିବା ଶପଥ,
ବଞ୍ଚିବା ମରିବା ସାଥେ ଝରୁବା ରକତ।
ସମ୍ଭାବନା ଯେତେ ଅଛି ହାତେଇ ଆଣିବା,
ଓଡ଼ିଆ ହୋଇଣ ଆମେ ନିଶ୍ଚୟ ଜିଣିବା।
ଓଡ଼ିଶାକୁ ନୂଆ କରି
ଦେଖରେ ଦେଖରେ ଦେଖରେ ....
ଆମେ ବଞ୍ଚିବା ଓଡ଼ିଶା ପାଇଁରେ ........... (5)
ମୂଳ ଓଡ଼ିଆ ରଚନା- ମଧୁସୂଦନ ଦାସ
, NYP
Odisha, Mobile No. 8895799190
YES, WE’LL LIVE FOR THE SAKE OF ODISHA.
Yes, we’ll live
for the sake of Odisha
And we’ll as well die
for Her sake.
Hark! At all costs
we’ll together accomplish
Today, the
unfulfilled dreams
Dreamt by many of our
forefathers;
O Utkal’s youth powers
do arise and wake,
For, we’ll live
for the sake of Odisha.
Lo! Odisha is
teemed with mineral resources,
She is enriched by
the Mahanadi and the Rushikulya
And many more rivers
and lakes.
This land too
abounds with the wealth of emerald forests.
Alas! The sounds
of the hungry are still heard for breads and cakes
Notwithstanding,
there is no dearth of agricultural lands on Her breasts!
Yes, there are
valid reasons behind it-
Do delve deep into
them until they are met,
For, we’ll live
for the sake of Odisha.
What acumen aided
the Sadhabas to spread trades abroad
And earn lavish
wealth and precious gems hoard?
But, what
edification has turned us sold labourers
So that we rot and
die from toil struggling through sores?
It’s high time
today you knew your rights,
For, we’ll live
for Odisha putting up bold, laudable fights.
In those days our
youth powers built the Sun Temple,
But, why have
today’s powers forgotten this?
Hark! Our motto is
to be skilled without fail,
We must stay up to
date with time sine complacency.
Let’s lay our
hands on buildings and constructions,
For, we’ll live
for Odisha by honest perspirations!
O dear brethren! Let’s
all take an oath together
That we’ll live
and die hand in hand even paying our blood.
We’ll make the
most of the possibilities whatsoever
We’ll win the fort
as the proud Odia having faith in God.
Muster energy to build
Odisha anew’
For, we’ll live
for Odisha with love and gratitude due!
Copyright: Dr.
Shankar D Mishra, Sr. Lecturer in English, Kaling Bharati Sanskrit College, Balichandrapur,
Jajpur, Odisha, India
Blog:
sdmpoetry.blogspot.com
Whatsapp no.
8249297412
Please share this
poem to your friends and groups. Thank you.