ବିବାହ ର 22 ତମ ବର୍ଷ ପୂର୍ତ୍ତି ଅବସରରେ ମୋର Betterhalf ପାଇଁ କୃତଜ୍ଞତା ର କେତୋଟି ଶବ୍ଦ......
ଏହା ସତ ଯେ ତୋର ଓ ମୋର ପସନ୍ଦ ଓ କାର୍ଯ୍ୟ ଶୈଳୀ ସମ୍ପୂର୍ଣ ଭିନ୍ନ, କହିବାକୁ ଗଲେ ଅନେକ କ୍ଷେତ୍ର ରେ ତୁ ଓ ମୁଁ ଉତ୍ତର ଓ ଦକ୍ଷିଣ ଧୂବ ସଦୃଶ ଅଲଗା, କିନ୍ତୁ ବହୁତ ଭଲ ଗୁଣ ଆମ ଦୁହିଁଙ୍କୁ ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ୱ ସଦୃଶ ଧରି ରଖେ: ଯେମିତି କି କାହା ଜିନିଷ ବା ଧନ ପ୍ରତି ଲୋଭ ନ ରଖିବା, କାହାର ଅନିଷ୍ଟ ଚିନ୍ତା ନ କରିବା, ମିଛ ନ କହିବା, ସ୍ପଷ୍ଟବାଦୀତା, ଆତ୍ମସମ୍ମାନ ରଖିବା, ପରିବାର ପ୍ରତି ତ୍ୟାଗ କରିବା, ଛଳନା, କପଟତା, ପର ପ୍ରତି ଇର୍ଷା, ଆତ୍ମଗର୍ବ ନ କରବା ଆଦି ଗୁଣ ବହୁତ ମାତ୍ରା ରେ ଏକା!
ସତରେ, ଅନେକ କ୍ଷେତ୍ର ରେ ତୋର ମୋ ଅପେକ୍ଷା ଅଧିକ ଭଲ ଗୁଣ ଅଛି ଯେପରିକି ମନେରଖି ପାରିବା, ଉପସ୍ଥିତ ବୁଦ୍ଧି ପ୍ରଦର୍ଶନ କରିପାରିବା, ସ୍ଥାନ କାଳ ପାତ୍ର ହିସାବ ରେ କଥା କହି ପାରିବା, ସବୁ ପ୍ରକାର ଲୋକ ଙ୍କୁ ସଫଳତା ଓ ଧର୍ଯ୍ୟ ର ସାମ୍ନା କରି ପାରିବା ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଣ ଯେମିତିକି ପତିବ୍ରତା ଓ ଅନ୍ଧ ଭାବେ ମତେ ଭଲ ପାଇବା ଓ ମୋ ପାଇଁ ଜୀବନ କୁ ଉତ୍ସର୍ଗ କରି ପାରିବା ଓ ମତେ ଖୁସି କରିବାକୁ ନିଜର ସମସ୍ତ ଇଛା କୁ ଦମନ କରି ପାରିବା ଭଳି ଅତୁଳନୀୟ ଗୁଣ ର ତୁ ଅଧିକାରୀଣି ହୋଇଥିବାରୁ ମୁଁ ଈଶ୍ବରଙ୍କ ପାଖରେ ଚୀର ଋଣୀ ଓ ତୋପାଖରେ ବି, ବିଳାଶ....।।❤️
ଇତି, "ତୋର ସର୍ବସ୍ୱ"
"On the occasion of the 22nd marriage anniversary, a few words of gratitude to my Better Half......"
It's true that you and I have different tastes and work styles, like two opposite Poles. However, many similar good qualities of us keep both of us in tact like two sides of the same coin, such as no greed for material possessions, no ill will, no lies, straightforwardness, self-respect, sacrifice for family, no deception, no envy, and no arrogance.
Yes, in many ways, you have more good qualities than I, like remembering things, presence of mind, adapting to the situations, handling people ably with patience and maturity and most importantly, being devoted and loving to me unconditionally, sacrificing your life for me, and suppressing your desires to make me happy. Thus, I'm eternally grateful to God and to you, my love. ❤️ Your "Be all and end all."
No comments:
Post a Comment