7. SDM’S SPOKEN
ENGLISH TIPS ON SHOULD
Page 1 should = ought to
* ମୁଁ/ମୋର କ୍ରିକେଟ ଖେଳିବା ଉଚିତ| I should
play cricket./ I ought to play cricket.
* ମୁଁ/ମୋର କ୍ରିକେଟ ଖେଳିବା ଉଚିତ ନୁହେଁ | I should not/shouldn't
play cricket./ I ought not /oughtn't to play cricket.
* ମୁଁ/ମୋର କ୍ରିକେଟ ଖେଳିବା ଉଚିତ କି? Should I play cricket?/ Ought I to play cricket?
* ମୁଁ/ମୋର କ୍ରିକେଟ ଖେଳିବା ଉଚିତ ନୁହେଁ କି? Shouldn't I play cricket?
Should I not play cricket?/ Oughtn’t I to play cricket?
* ମୁଁ/ମୋର କ୍ରିକେଟ ଖେଳିବା ଉଚିତ, ଉଚିତ ନୁହେଁ କି? I should play cricket, shouldn't I?/ I ought to play cricket, oughtn't
I?
* ମୁଁ/ମୋର କ୍ରିକେଟ ଖେଳିବା ଉଚିତ ନୁହେଁ , ଉଚିତ କି? I should not/shouldn't
play cricket, should I?/ I ought not to play cricket, ought I to?
*ତୁ/ତୁମେ/ଆପଣ ତାଙ୍କୁ ବହି ଟି ବଢ଼େଇ ଦେବା ଉଚିତ କି? Should
you pass him the book?/ Ought you to pass him the book?
*ହଁ, ମୁଁ/ ମୋର ତାଙ୍କୁ ବହି ଟି ବଢ଼େଇ ଦେବା ଉଚିତ| Yes, I should pass him the book./ Yes, I ought to pass him the
book.
*ନାଁ, ମୁଁ / ମୋର ତାଙ୍କୁ ବହି ଟି ବଢ଼େଇ ଦେବା ଉଚିତ ନୁହେଁ | No, I should not/shouldn't
pass him the book./ No, I ought not/oughtn't to pass him the book.
*ଗରିବ ବ୍ୟକ୍ତି ଟିକୁ କେହି ଜଣେ ସାହାଯ୍ୟ କରିବା ଉଚିତ ନୁହେଁ କି? Shouldn’t anyone help the poor man?/ Should anyone not help the
poor man?/ Oughtn’t anyone help the poor man?
*ହଁ, ମୁଁ/ ମୋର ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବା ଉଚିତ | Yes, I
should help the poor man./ Yes, I ought to help the poor man.
* ତୁମେ/ ତୁମର କାହାକୁ ସାହାଯ୍ୟ କରିବା ଉଚିତ? Whom should
you help?/ Whom ought you to help?
*ତୁମେ/ ତୁମର କାହାକୁ ସାହାଯ୍ୟ କରିବା ଉଚିତ ନୁହେଁ? Whom shouldn’t you help? Whom
should you not help?/ Whom oughtn’t you to help?
*ତୁମେ / ତୁମର କାହିଁକି କାହାକୁ ସାହାଯ୍ୟ କରିବା ଉଚିତ ନୁହେଁ | Why shouldn’t you help anyone?
/ Why should you not help anyone? Why oughtn’t you to help anyone?
*ତୁମେ / ତୁମର କେତେବେଳେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବା ଉଚିତ?When should
you help the poor man?/ When ought you to help the poor man?
*ତୁମେ କେଉଁଠି ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବା ଉଚିତ? Where should
you help the poor man?/ Where ought you to help the poor man?
*ତୁମେ/ ତୁମର କେଉଁଠି ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବା ଉଚିତ ନୁହେଁ Where shouldn’t you
help the poor man? / Where should you not help the poor man?/ Where oughtn’t
you to help the poor man?
*ତୁମେ / ତୁମର କେତେବେଳ ପର୍ଯ୍ୟନ୍ତ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବା ଉଚିତ? Till
how long should you help the poor man?/ Till how long ought you to help the
poor man?
*ତମେ / ତୁମର କେତେବେଳ ପର୍ଯ୍ୟନ୍ତ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବା ଉଚିତ ନୁହେଁ? Till how long shouldn’t you
help the poor man? /Till how long should you not help the poor man?/ Till
how long ought you not to help the poor man?
*ତୁମେ / ତୁମର କେତେ ମାତ୍ରାରେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବା ଉଚିତ? How
much should you help the poor man?/ How much ought you to help the poor man?
* ତୁମେ / ତୁମର କେତେ ଭାତ ଖାଇବା ଉଚିତ? How much rice should you eat?/
How much rice ought you to eat?
* ତୁମେ / ତୁମର କେତେ ଭାତ ଖାଇବା ଉଚିତ ନୁହେଁ? How much rice shouldn’t
you eat? How much rice should you not eat?/ How much rice oughtn’t you to eat?
* ତୁମେ / ତୁମର କେତେଟା ଆମ୍ବ ଖାଇବା ଉଚିତ? How many mangoes should you eat?/ How many mangoes ought you to eat?
* ତୁମେ / ତୁମର କେତେଟା ଆମ୍ବ ଖାଇବା ଉଚିତ ନୁହେଁ? How many mangoes shouldn’t you eat?/ How many mangoes should you not eat?/ How many mangoes oughtn’t you to eat?
*ତୁମେ / ତୁମର କାହାର ସାହାଯ୍ୟ ନେବା ଉଚିତ? Whose help should
you take?/ Whose help ought you to take?
*ତୁମେ / ତୁମର କାହାର ସାହାଯ୍ୟ ନେବା ଉଚିତ ନୁହେଁ? Whose help shouldn’t you
take?/ Whose help should you not take?/ Whose help oughtn’t you to take?
Page 2
* କ୍ରିକେଟ ମୋ ଦ୍ୱାରା ଖେଳାଯିବା ଉଚିତ | Cricket should be played by me./ Cricket ought
to be played by me.
* କ୍ରିକେଟ ମୋ ଦ୍ୱାରା ଖେଳାଯିବା ଉଚିତ ନୁହେଁ| Cricket should not / shouldn't be played by
me./ Cricket ought not / oughtn't to be played by me.
*କ୍ରିକେଟ ମୋ ଦ୍ୱାରା ଖେଳାଯିବା ଉଚିତ କି? Should cricket be
played by me?/ Ought cricket to be played by me?
*କ୍ରିକେଟ ମୋ ଦ୍ୱାରା ଖେଳାଯିବା ଉଚିତ ନୁହେଁ କି? Shouldn't cricket
be played by me? / Should cricket not be played by me?/ Oughtn't cricket to be
played by me?
* କ୍ରିକେଟ ମୋ ଦ୍ୱାରା ଖେଳାଯିବା ଉଚିତ, ଉଚିତ ନୁହେଁ କି? Cricket should be
played by me, shouldn't it?/ Cricket ought to be played by me, oughtn't it?
* କ୍ରିକେଟ ମୋ ଦ୍ୱାରା ଖେଳାଯିବା ଉଚିତ ନୁହେଁ, ଉଚିତ କି? Cricket shouldn’t/should not be played by me,
should it?/ Cricket oughtn’t/ought not be played by me, ought it?
*ତମ କଲମ ଟି ମୋ ଦ୍ୱାରା ନିଆଯିବା ଉଚିତ କି? Should your pen be taken by me?/ Ought your
pen to be taken by me?
*ହଁ, ମୋ କଲମ ଟି ତମ ଦ୍ୱାରା ନିଆଯିବା ଉଚିତ | Yes, my pen should be taken by you./ Yes, my
pen ought to be taken by you.
*ନାଁ , ମୋ କଲମ ଟି ତମ ଦ୍ୱାରା ନିଆଯିବା ଉଚିତ ନୁହେଁ| No, my pen should not
/ shouldn't be taken by you./ No, my pen ought not / oughtn't to be taken by
you.
*ଏହି ଗଣିତ ଟି କେହି ଜଣଙ୍କ ଦ୍ୱାରା କଷାଯିବା ଉଚିତ କି? Should this sum be
solved / worked out by anyone?/ Ought this sum to be solved / worked out by
anyone?
*ଏହି ଗଣିତ ଟି କାହା ଦ୍ୱାରା କଷାଯିବା ଉଚିତ ନୁହେଁ? By whom shouldn’t this sum be solved / worked
out?/ By whom should this sum not be solved / worked out?/ By whom ought this
sum not to be solved / worked out?
*ହଁ,ଏହି ଗଣିତ ଟି ସମସ୍ତଙ୍କ ଦ୍ୱାରା କଷାଯିବା ଉଚିତ| Yes, this sum should be solved / worked out by
all./ Yes, this sum ought to be solved / worked out by all.
*ନାଁ, ଏହି ଗଣିତ ଟି କାହା ଦ୍ୱାରା କଷାଯିବା ଉଚିତ ନୁହେଁ| No, this sum should
not / shouldn't be solved / worked out (by anyone)./ No, this sum ought
not / oughtn't to be solved / worked out (by anyone).
*ନାଁ, ଏହି ଗଣିତ ଟି ତୁମ ଦ୍ୱାରା ମଧ୍ୟ କଷାଯିବା ଉଚିତ ନୁହେଁ| No, this sum should not / shouldn't be solved / worked even
by you./ No, this sum ought not / oughtn't to be solved / worked even
by you.
* ତୁ/ତୁମେ/ଆପଣ ମୋ ଦ୍ୱାରା ସାହାଯ୍ୟ ପାଇବା ଉଚିତ କି? Should you be helped
by me?/ Ought you to be helped by me?
*ହଁ, ତୁ/ତୁମେ/ଆପଣ ମୋ ଦ୍ୱାରା ସାହାଯ୍ୟ ପାଇବା ଉଚିତ| Yes, you should be
helped by me./ Yes, you ought to be helped by me.
*ନାଁ, ତୁ/ତୁମେ/ଆପଣ ମୋ ଦ୍ୱାରା ସାହାଯ୍ୟ ପାଇବା ଉଚିତ ନୁହେଁ | No, you should not / shouldn't be helped by me./ No, you ought
not / oughtn't to be helped by me.
*ତୋ/ତୁମ/ଆପଣଙ୍କ ଦ୍ୱାରା ତାଙ୍କୁ ବହି ଟି ବଢ଼େଇ ଦିଆଯିବା ଉଚିତ କି? Should the book be passed to him by you?/ Ought the book to be
passed to him by you?
*ନାଁ, ମୋ ଦ୍ୱାରା ତାଙ୍କୁ ବହି ଟି ବଢ଼େଇ ଦିଆଯିବା ଉଚିତ ନୁହେଁ |
No, the book should not / shouldn't
be passed to him by me./ No, the book ought not / oughtn't
to be passed to him by me.
*ଗରିବ ବ୍ୟକ୍ତି ଟିକୁ କାହା ଦ୍ୱାରା ସାହାଯ୍ୟ କରାଯିବା ଉଚିତ? By whom should the poor
man be helped by anyone?/ Should the poor man be helped by anyone?/ By whom
ought the poor man to be helped by anyone?/ Ought the poor man to be helped by
anyone?
*ହଁ, ଗରିବ ବ୍ୟକ୍ତି ଟିକୁ ମୋ ଦ୍ୱାରା ସାହାଯ୍ୟ କରାଯିବା ଉଚିତ | Yes, the poor man should be helped by me./ Yes, the poor man ought
to be helped by me.
* ତମ ଦ୍ୱାରା କାହାକୁ ସାହାଯ୍ୟ କରାଯିବା ଉଚିତ ? Should anyone be helped by you? /Who should be helped by you?/ Ought
anyone to be helped by you? /Who ought to be helped by you?
*ତମ ଦ୍ୱାରା କାହାକୁ ସାହାଯ୍ୟ କରାଯିବା ଉଚିତ ନୁହେଁ | No one should be
helped by you./ No one ought to be helped by you.
*ତମ ଦ୍ୱାରା କାହିଁକି କାହାକୁ ସାହାଯ୍ୟ କରାଯିବା ଉଚିତ ନୁହେଁ? Why shouldn't anyone
be helped by you? / Why should anyone
not be helped by you? /Why should none be helped by you?/ Why oughtn't anyone to be helped by you? / Why ought anyone not to be helped by
you? /Why ought none to
be helped by you?
* ତମ ଦ୍ୱାରା କେତେବେଳେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବା ଉଚିତ? When should the poor man
be helped by you?/ When ought the poor man to be helped by you?
* ତମ ଦ୍ୱାରା କେଉଁଠି ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବା ଉଚିତ? Where should the poor man
be helped by you?/ Where ought the poor man to be helped by you?
* ତମ ଦ୍ୱାରା କେଉଁଠି ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବା ଉଚିତ ନୁହେଁ? Where shouldn’t the poor man be
helped by you? / Where should the
poor man not be helped by you?/ Where oughtn’t the poor man to be helped by you? / Where ought the poor man not to
be helped by you?
* ତମ ଦ୍ୱାରା କେତେବେଳ ପର୍ଯ୍ୟନ୍ତ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବା ଉଚିତ? Till how long should the
poor man be helped by you?/ Till how long ought the poor man to be helped by
you?
* ତମ ଦ୍ୱାରା କେତେବେଳ ପର୍ଯ୍ୟନ୍ତ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବା ଉଚିତ ନୁହେଁ? Till
how long shouldn’t the poor man be helped by you? / Till how long should
the poor man not be helped by you?/ Till how long oughtn’t the poor man to
be helped by you? / Till how long ought the poor man not to be helped by you?
* ତମ ଦ୍ୱାରା କେତେ ମାତ୍ରାରେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବା ଉଚିତ? How much should the poor man be helped by
you?/ How much ought the poor
man to be helped by you?
* ତମ ଦ୍ୱାରା କେତେ ଭାତ ଖିଆଯିବା ଉଚିତ? How
much rice should be eaten by you?/ How much rice ought to be eaten by you?
* ତମ ଦ୍ୱାରା କେତେ ଭାତ ଖିଆଯିବା ଉଚିତ ନୁହେଁ? How
much rice shouldn’t be eaten by you? How much rice should not be eaten by you?/
How much rice oughtn’t to be eaten by you?
* ତମ ଦ୍ୱାରା କେତେଟା ଆମ୍ବ ଖିଆଯିବା ଉଚିତ? How many mangoes should be eaten by you?/ How
many mangoes ought to be
eaten by you?
* ତମ ଦ୍ୱାରା କେତେଟା ଆମ୍ବ ଖିଆଯିବା ଉଚିତ ନୁହେଁ? How many mangoes shouldn’t be eaten by you?/
How many mangoes should not
be eaten by you?/ How many mangoes oughtn’t to
be eaten by you?
* ତମ ଦ୍ୱାରା କାହାର ସାହାଯ୍ୟ ନିଆଯିବା ଉଚିତ? Whose help should be taken by you?/ Whose help ought to be taken by you?
* ତମ ଦ୍ୱାରା କାହାର ସାହାଯ୍ୟ ନିଆଯିବା
ଉଚିତ ନୁହେଁ? Whose help
should not / shouldn't be taken
by you?/ Whose help ought not / oughtn't to be taken by you?
Page 3
* ମୁଁ/ମୋର କ୍ରିକେଟ ଖେଳିବା ଉଚିତ ଥିଲା| I
should have played cricket./ I ought to have played cricket.
* ମୁଁ/ମୋର କ୍ରିକେଟ ଖେଳିବା ଉଚିତ ନଥିଲା| I should not/shouldn't have
played cricket./ I ought not /oughtn't to have played cricket.
* ମୁଁ/ମୋର କ୍ରିକେଟ ଖେଳିବା ଉଚିତ ଥିଲା କି?
Should I have played cricket?/ Ought I to have played cricket?
* ମୁଁ/ମୋର କ୍ରିକେଟ ଖେଳିବା ଉଚିତ ନଥିଲା କି? Shouldn't
I have played cricket? Should I have not played cricket?/ Oughtn’t I to have played
cricket?
* ମୁଁ/ମୋର କ୍ରିକେଟ ଖେଳିବା ଉଚିତ ଥିଲା, ଉଚିତ ନଥିଲା କି? I should have played cricket, shouldn't I?/ I ought to have
played cricket, oughtn't I?
* ମୁଁ/ମୋର କ୍ରିକେଟ ଖେଳିବା ଉଚିତ ନଥିଲା , ଉଚିତ ଥିଲା କି? I should
not/shouldn't have played cricket, should I?/ I ought not to have played
cricket, ought I?
*ତୁ/ତୁମେ/ଆପଣ ତାଙ୍କୁ ବହି ଟି ବଢ଼େଇ ଦେବା ଉଚିତ ଥିଲା କି? Should
you have passed him the book?/ Ought you to have passed him the book?
*ହଁ, ମୁଁ/ ମୋର ତାଙ୍କୁ ବହି ଟି ବଢ଼େଇ ଦେବା ଉଚିତ ଥିଲା | Yes, I should have passed him the book./ Yes, I ought to have passed
him the book.
*ନାଁ, ମୁଁ / ମୋର ତାଙ୍କୁ ବହି ଟି ବଢ଼େଇ ଦେବା ଉଚିତ ନଥିଲା | No, I should not/shouldn't
have passed him the book./ No, I ought not/oughtn't to have passed him the
book.
*ଗରିବ ବ୍ୟକ୍ତି ଟିକୁ କେହି ଜଣେ ସାହାଯ୍ୟ କରିବା ଉଚିତ ନଥିଲା କି? Shouldn’t anyone have helped
the poor man?/ Should anyone not have helped the poor man?/ Oughtn’t anyone to
have helped the poor man?
*ହଁ, ମୁଁ/ ମୋର ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବା ଉଚିତ ଥିଲା | Yes, I should have helped
the poor man./ Yes, I ought to have helped the poor man.
* ତୁମେ/ ତୁମର କାହାକୁ ସାହାଯ୍ୟ କରିବା ଉଚିତ ଥିଲା? Whom should
you have helped?/ Whom ought you to have helped?
*ତୁମେ/ ତୁମର କାହାକୁ ସାହାଯ୍ୟ କରିବା ଉଚିତ ନଥିଲା? Whom shouldn’t you have
helped? Whom should you not have helped?/ Whom oughtn’t you to have helped?
*ତୁମେ / ତୁମର କାହିଁକି କାହାକୁ ସାହାଯ୍ୟ କରିବା ଉଚିତ ନଥିଲା? Why shouldn’t you have helped
anyone? / Why should you not have helped
anyone? Why oughtn’t you to have helped anyone?
*ତୁମେ / ତୁମର କେତେବେଳେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବା ଉଚିତ ଥିଲା?When should
you have helped the poor man?/ When ought you to have helped the poor man?
*ତୁମେ କେଉଁଠି ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବା ଉଚିତ ଥିଲା? Where should
you have helped the poor man?/ Where ought you to have helped the poor man?
*ତୁମେ/ ତୁମର କେଉଁଠି ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବା ଉଚିତ ନଥିଲା? Where shouldn’t you have
helped the poor man? / Where should you not have helped the poor man?/ Where
oughtn’t you to have helped the poor man?
*ତୁମେ / ତୁମର କେତେବେଳ ପର୍ଯ୍ୟନ୍ତ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବା ଉଚିତ ଥିଲା? Till
how long should you have helped the poor man?/ Till how long ought you to have helped
the poor man?
*ତୁମେ / ତୁମର କେତେବେଳ ପର୍ଯ୍ୟନ୍ତ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବା ଉଚିତ ନଥିଲା? Till how long shouldn’t you
have helped the poor man? /Till how long should you not have helped the
poor man?/ Till how long ought you not to have helped the poor man?
*ତୁମେ / ତୁମର କେତେ ମାତ୍ରାରେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବା ଉଚିତ ଥିଲା? How
much should you have helped the poor man?/ How much ought you to have helped
the poor man?
* ତୁମେ / ତୁମର କେତେ ଭାତ ଖାଇବା ଉଚିତ ଥିଲା? How much rice should you have
eaten?/ How much rice ought you to have eaten?
* ତୁମେ / ତୁମର କେତେ ଭାତ ଖାଇବା ଉଚିତ ନଥିଲା? How much rice shouldn’t you
have eaten? How much rice should you not have eaten?/ How much rice oughtn’t you
to have eaten?
* ତୁମେ / ତୁମର କେତେଟା ଆମ୍ବ ଖାଇବା ଉଚିତଥିଲା? How many mangoes should you have eaten?/ How
many mangoes ought you
to have eaten by you?
* ତୁମେ / ତୁମର କେତେଟା ଆମ୍ବ ଖାଇବା ଉଚିତ ନଥିଲା? How many mangoes shouldn’t you have eaten?/ How
many mangoes should you
not have eaten?/ How many mangoes oughtn’t you
to have eaten?
*ତୁମେ / ତୁମର କାହାର ସାହାଯ୍ୟ ନେବା ଉଚିତ ଥିଲା? Whose help should you
have taken?/ Whose help ought you to have taken?
*ତୁମେ / ତୁମର କାହାର ସାହାଯ୍ୟ ନେବା ଉଚିତ ନଥିଲା? Whose help shouldn’t you have
taken?/ Whose help should you not have taken?/ Whose help oughtn’t you to have taken?
Page 4
* କ୍ରିକେଟ ମୋ ଦ୍ୱାରା ଖେଳାଯିବା ଉଚିତ ଥିଲା | Cricket should have
been played by me./ Cricket ought to have been played by me.
* କ୍ରିକେଟ ମୋ ଦ୍ୱାରା ଖେଳାଯିବା ଉଚିତ ନଥିଲା | Cricket should not / shouldn't have been
played by me./ Cricket ought not / oughtn't to have been played by me.
*କ୍ରିକେଟ ମୋ ଦ୍ୱାରା ଖେଳାଯିବା ଉଚିତ ଥିଲା କି? Should cricket have
been played by me?/ Ought cricket to have been played by me?
*କ୍ରିକେଟ ମୋ ଦ୍ୱାରା ଖେଳାଯିବା ଉଚିତ ନଥିଲା କି? Shouldn't cricket
have been played by me? / Should cricket not have been played by me?/ Oughtn't cricket
to have been played by me?
* କ୍ରିକେଟ ମୋ ଦ୍ୱାରା ଖେଳାଯିବା ଉଚିତ ନଥିଲା, ଉଚିତ ଥିଲା କି? Cricket should have
been played by me, shouldn't it?/ Cricket ought to have been played by me,
oughtn't it?
* କ୍ରିକେଟ ମୋ ଦ୍ୱାରା ଖେଳାଯିବା ଉଚିତ ନଥିଲା, ଉଚିତ ଥିଲା କି? Cricket shouldn’t/should not have been played
by me, should it?/ Cricket oughtn’t/ought not have been played by me, ought it?
*ତମ କଲମ ଟି ମୋ ଦ୍ୱାରା ନିଆଯିବା ଉଚିତ ଥିଲା କି? Should your pen have been taken by me?/ Ought your
pen to be taken by me?
*ହଁ, ମୋ କଲମ ଟି ତମ ଦ୍ୱାରା ନିଆଯିବା ଉଚିତ ଥିଲା | Yes, my pen should have been taken by you./ Yes,
my pen ought to have been taken by you.
*ନାଁ , ମୋ କଲମ ଟି ତମ ଦ୍ୱାରା ନିଆଯିବା ଉଚିତ ନଥିଲା | No, my pen should not
/ shouldn't have been taken by you./ No, my pen ought not / oughtn't to have
been taken by you.
*ଏହି ଗଣିତ ଟି କେହି ଜଣଙ୍କ ଦ୍ୱାରା କଷାଯିବା ଉଚିତ ଥିଲା କି? Should this sum have
been solved / worked out by anyone?/ Ought this sum to have been solved /
worked out by anyone?
*ଏହି ଗଣିତ ଟି କାହା ଦ୍ୱାରା କଷାଯିବା ଉଚିତ ନଥିଲା? By whom shouldn’t this sum have been solved /
worked out?/ By whom should this sum not have been solved / worked out?/ By
whom ought this sum not to have been solved / worked out?
*ହଁ,ଏହି ଗଣିତ ଟି ସମସ୍ତଙ୍କ ଦ୍ୱାରା କଷାଯିବା ଉଚିତ ଥିଲା | Yes, this sum should have been solved /
worked out by all./ Yes, this sum ought to have been solved / worked out by
all.
*ନାଁ, ଏହି ଗଣିତ ଟି କାହା ଦ୍ୱାରା କଷାଯିବା ଉଚିତ ନଥିଲା| No, this sum should
not / shouldn't have been solved / worked out (by anyone)./ No, this sum ought
not / oughtn't to have been solved / worked out (by anyone).
*ନାଁ, ଏହି ଗଣିତ ଟି ତୁମ ଦ୍ୱାରା ମଧ୍ୟ କଷାଯିବା ଉଚିତ ନଥିଲା| No, this sum should not / shouldn't have been solved /
worked even by you./ No, this sum ought not / oughtn't to have been
solved / worked even by you.
* ତୁ/ତୁମେ/ଆପଣ ମୋ ଦ୍ୱାରା ସାହାଯ୍ୟ ପାଇବା ଉଚିତ ଥିଲା କି? Should you have been
helped by me?/ Ought you to have been helped by me?
*ହଁ, ତୁ/ତୁମେ/ଆପଣ ମୋ ଦ୍ୱାରା ସାହାଯ୍ୟ ପାଇବା ଉଚିତ ଥିଲା | Yes, you should have
been helped by me./ Yes, you ought to have been helped by me.
*ନାଁ, ତୁ/ତୁମେ/ଆପଣ ମୋ ଦ୍ୱାରା ସାହାଯ୍ୟ ପାଇବା ଉଚିତ ନଥିଲା | No, you should not / shouldn't have been helped by me./ No, you
ought not / oughtn't to have been helped by me.
*ତୋ/ତୁମ/ଆପଣଙ୍କ ଦ୍ୱାରା ତାଙ୍କୁ ବହି ଟି ବଢ଼େଇ ଦିଆଯିବା ଉଚିତ ଥିଲା କି? Should the book have been passed to him by you?/ Ought the book
to have been passed to him by you?
*ନାଁ, ମୋ ଦ୍ୱାରା ତାଙ୍କୁ ବହି ଟି ବଢ଼େଇ ଦିଆଯିବା ଉଚିତ ନଥିଲା |
No, the book should not / shouldn't
have been passed to him by me./ No, the book ought not / oughtn't to have been
passed to him by me.
*ଗରିବ ବ୍ୟକ୍ତି ଟିକୁ କାହା ଦ୍ୱାରା ସାହାଯ୍ୟ କରାଯିବା ଉଚିତ ଥିଲା? By whom should the poor
man have been helped
by anyone?/ Should the poor man have been helped by anyone?/ By whom ought the poor man to have been helped by anyone?/ Ought
the poor man to have been helped
by anyone?
*ହଁ, ଗରିବ ବ୍ୟକ୍ତି ଟିକୁ ମୋ ଦ୍ୱାରା ସାହାଯ୍ୟ କରାଯିବା ଉଚିତ ଥିଲା | Yes,
the poor man should have been helped
by me./ Yes, the poor man ought to have been helped by me.
* ତମ ଦ୍ୱାରା କାହାକୁ ସାହାଯ୍ୟ କରାଯିବା ଉଚିତ ଥିଲା? Should
anyone have been helped
by you? /Who should have been helped
by you?/ Ought anyone to have been helped
by you? /Who ought to have been helped
by you?
*ତମ ଦ୍ୱାରା କାହାକୁ ସାହାଯ୍ୟ କରାଯିବା ଉଚିତ ନଥିଲା| No
one should have been helped
by you./ No one ought to have been helped
by you.
*ତମ ଦ୍ୱାରା କାହିଁକି କାହାକୁ ସାହାଯ୍ୟ କରାଯିବା ଉଚିତ ନଥିଲା? Why shouldn't anyone
have been helped
by you? / Why should anyone
not have been helped by
you? /Why should none have been helped by you?/ Why oughtn't anyone to have been helped by you? / Why ought anyone not to have been helped by you? /Why ought none to have been helped by you?
* ତମ ଦ୍ୱାରା କେତେବେଳେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବା ଉଚିତ ଥିଲା? When should the poor man have been helped by you?/ When ought
the poor man to have been helped
by you?
* ତମ ଦ୍ୱାରା କେଉଁଠି ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବା ଉଚିତ ଥିଲା? Where should the poor man
have been helped
by you?/ Where ought the poor man to have been helped by you?
* ତମ ଦ୍ୱାରା କେଉଁଠି ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବା ଉଚିତ ନଥିଲା? Where shouldn’t the poor man have been helped by you? /
Where should the
poor man not have been helped by
you?/ Where oughtn’t the
poor man to have been helped
by you? / Where ought the
poor man not to have been helped
by you?
* ତମ ଦ୍ୱାରା କେତେବେଳ ପର୍ଯ୍ୟନ୍ତ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବା ଉଚିତ ଥିଲା? Till how long should the
poor man have been helped
by you?/ Till how long ought the poor man to have been helped by you?
* ତମ ଦ୍ୱାରା କେତେବେଳ ପର୍ଯ୍ୟନ୍ତ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବା ଉଚିତ ନଥିଲା? Till
how long shouldn’t the poor man have been helped by you? / Till how long should the poor man not have been helped by you?/ Till how
long oughtn’t the poor man to have been helped by you? / Till how long ought the poor man not to have been helped by you?
* ତମ ଦ୍ୱାରା କେତେ ମାତ୍ରାରେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବା ଉଚିତ ଥିଲା? How much should the poor man have been helped by you?/ How
much ought the poor
man to have been helped
by you?
* ତମ ଦ୍ୱାରା କେତେ ଭାତ ଖିଆଯିବା ଉଚିତ ଥିଲା? How
much rice should have been eaten by
you?/ How much rice ought to have
been eaten by you?
* ତମ ଦ୍ୱାରା କେତେ ଭାତ ଖିଆଯିବା ଉଚିତ ନଥିଲା? How
much rice shouldn’t have been eaten by
you? How much rice should not have
been eaten by you?/ How much rice oughtn’t to have been eaten by you?
* ତମ ଦ୍ୱାରା କେତେଟା ଆମ୍ବ ଖିଆଯିବା ଉଚିତ ଥିଲା? How many mangoes should have been eaten by you?/ How many mangoes ought to have been eaten by you?
* ତମ ଦ୍ୱାରା କେତେଟା ଆମ୍ବ ଖିଆଯିବା ଉଚିତ ନଥିଲା? How many mangoes shouldn’t have been eaten by you?/ How many mangoes should not have been eaten by you?/ How many mangoes oughtn’t to have been eaten by you?
* ତମ ଦ୍ୱାରା କାହାର ସାହାଯ୍ୟ ନିଆଯିବା ଉଚିତ ଥିଲା? Whose help should have been taken by you?/ Whose help ought to have been taken by you?
* ତମ ଦ୍ୱାରା କାହାର ସାହାଯ୍ୟ ନିଆଯିବା
ଉଚିତ ନଥିଲା? Whose help
should not / shouldn't have
been taken by you?/ Whose help ought not / oughtn't to have been taken by you?
Practice - 7
1. ମୁଁ ଗୀତ ଗାଏ|
2. ଆମେ cricket ଖେଳୁ |
3. ତୁମେ କବିତା ଲେଖ|
4. ମା ଘର ଓଳାନ୍ତି|
5. ପିଲାମାନେ ରଚନା ଲେଖନ୍ତି |
Copyright: Dr. Shankar D
Mishra, Bhubaneswar, India
WhatsApp number:
8270604524
Please inform and
convince your friends to join the online Spoken English Class with 100%
guarantee of success. Tq. 🌹🌹❤️🙏
Please leave your
feedback on my first class in the comment box below the link. To continue your
Spoken English class, do WhatsApp me at this number: 8270604524. Tq.
ଦିଆଯିବ ଖେଳାଯିବ ଲେଖାଯିବ ଖେଳା ଯାଇଥାନ୍ତା ଦେଇଥାନ୍ତି ଦେଇଥାନ୍ତା ଖେଳିଥାନ୍ତା ଥାନ୍ତୁ, ଥାନ୍ତେ ଦେବ, ଦେବୁ, ଦେବେ ଦେବି
ଖେଳିବା ଉଚିତ, ଖେଳାଯିବା ଉଚିତ ନଥିଲା ଲେଖାଯିବା ନୁହେଁ ଉଚିତ ଥିଲା, ଉଚିତ ନଥିଲା ଲେଖିବା କହିବା, ମୋର, ତାର, ତୁମର, ସେମାନଙ୍କର, ସେମାନେ, ତମେମାନେ, ଆପଣମାନେ
ମୋର, ଆମର, ଆମ୍ହମାଙ୍କର, ତୋର, ତୁମର, ଆପଣଙ୍କର, ତାର, ତାଙ୍କର, ସେମାନଙ୍କର, ରାମର, ସୀତାର ଏହାର, ତାହାର, ଏଗୁଡିକର, ସେଇଟାର, ସେଗୁଡିକର ଯାହାର କାହାର ଯେଉଁମାନେ ଯେଉଁମାନଙ୍କୁ ଯେଉଁମାନଙ୍କର , କେହି ଜଣେ, କେହି ଜଣେ ବି, ମଧ୍ୟ, ତାଙ୍କୁ ତୁମେ ନେବା, ଦେବା, ଖାଇବା, ପିଇବା ଶୋଇବା , ନିଆଯିବା
ହୁଏତ ଯାଇପାରେ ଯାଇପାରିବିନି ଯାଇପାରିବି, ଯାଇପାରିବ, ଯାଇପାରିବେ ପାର, ଯାଇପାରନ୍ତି ଯାଇପାରୁ ଯାଇନପାରେ ଯାଇନପାରୁ ଯାଇନପାରନ୍ତି ଯାଇନପାର ପାରିଲି, ପାରିଲା ପାରିଲୁ ପାରିଲ
ପାରିବି ପାରିବୁ ପାରିବେ ଖିଆଯିବା
No comments:
Post a Comment