Wednesday 28 September 2022

12. SDM'S EASY SPOKEN ENGLISH TIPS ON “WILL HAVE TO”

 


12. SDM'S EASY SPOKEN ENGLISH TIPS ON “WILL HAVE TO”


Page  1

 * ମତେ  କ୍ରିକେଟ ଖେଳିବାକୁ ହେବ | I shall have to play cricket.

* ମତେ  କ୍ରିକେଟ ଖେଳିବାକୁ ହେବ ନାହିଁ | I shall not have to play cricket.

* ମତେ  କ୍ରିକେଟ ଖେଳିବାକୁ ହେବ କି?  Shall I have to play cricket?

* ମତେ  କ୍ରିକେଟ ଖେଳିବାକୁ ହେବ ନାହିଁ କି? Shall I not have to play cricket?/ Shan’t I have to play cricket?

* ମତେ  କ୍ରିକେଟ ଖେଳିବାକୁ ହେବ, ଖେଳିବାକୁ ହେବ ନାହିଁ କି? I shall have to play cricket, shan't I?

* ମତେ  କ୍ରିକେଟ ଖେଳିବାକୁ ହେବ ନାହିଁ , ଖେଳିବାକୁ ହେବ କି? I shall not/ shan't have to play cricket, shall I?

* ତତେ/ତୁମକୁ /ଆପଣଙ୍କୁ ତାଙ୍କୁ  ବହି ଟି ବଢ଼େଇ ଦେବାକୁ ହେବ କି? Will you have to pass him the book?

*ହଁ, ମତେ ତାଙ୍କୁ ବହି ଟି  ବଢ଼େଇ ଦେବାକୁ ହେବ | Yes, I shall have to pass him the book.

*ନାଁ, ମତେ ତାଙ୍କୁ ବହି ଟି  ବଢ଼େଇ ଦେବାକୁ ହେବ ନାହିଁ| No, I shall not/ shan't have to pass him the book./ No, I have not/ haven't got to pass him the book.

*ଗରିବ ବ୍ୟକ୍ତି ଟିକୁ କେହି ଜଣଙ୍କୁ ସାହାଯ୍ୟ କରିବାକୁ ହେବ ନାହିଁ କି? Will not/ Won't anyone have to help the poor man?/ Will anyone not have to help the poor man?

*ହଁ, ମତେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବାକୁ ହେବ | Yes, I shall have to help the poor man.

* ତତେ/ତୁମକୁ /ଆପଣଙ୍କୁ କାହାକୁ ସାହାଯ୍ୟ କରିବାକୁ ହେବ? Whom will you have to help?

* ତତେ/ତୁମକୁ /ଆପଣଙ୍କୁ କାହାକୁ ସାହାଯ୍ୟ କରିବାକୁ ହେବ ନାହିଁ? Whom won’t you have to help? Whom will you not have to help?

* ତତେ/ତୁମକୁ /ଆପଣଙ୍କୁ କେହି ଜଣଙ୍କୁ ସାହାଯ୍ୟ କରିବାକୁ ହେବ I You will have to help someone.

* ତତେ/ତୁମକୁ /ଆପଣଙ୍କୁ କାହିଁକି କାହାକୁ ସାହାଯ୍ୟ କରିବାକୁ ହେବ | Why will you have to help anyone?

* ତତେ/ତୁମକୁ /ଆପଣଙ୍କୁ କାହିଁକି କାହାକୁ ସାହାଯ୍ୟ କରିବାକୁ ହେବ ନାହିଁ | Why won’t you have to help anyone? Why will you not have to help someone?

* ତତେ/ତୁମକୁ /ଆପଣଙ୍କୁ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବାକୁ ହେବ I You will have to help the poor man.

* ତତେ/ତୁମକୁ /ଆପଣଙ୍କୁ କେତେବେଳେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବାକୁ ହେବ? When will you have to help the poor man?/ When have you got to help the poor man?

* ତତେ/ତୁମକୁ /ଆପଣଙ୍କୁ କେଉଁଠି ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବାକୁ ହେବ? Where do you have to help the poor man?/ Where have you got to help the poor man?

* ତତେ/ତୁମକୁ /ଆପଣଙ୍କୁ କେଉଁଠି ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବାକୁ ହେବ ନାହିଁ ? Where won’t you have to help the poor man? / Where will you not have to help the poor man?

* ତତେ/ତୁମକୁ /ଆପଣଙ୍କୁ କେତେବେଳ ପର୍ଯ୍ୟନ୍ତ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବାକୁ ହେବ? Till how long will you have to help the poor man?

* ତତେ/ତୁମକୁ /ଆପଣଙ୍କୁ କେତେବେଳ ପର୍ଯ୍ୟନ୍ତ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବାକୁ ହେବ ନାହିଁ? Till how long won’t you have to help the poor man? /Till how long will you not have to help the poor man? poor man?

* ତତେ/ତୁମକୁ /ଆପଣଙ୍କୁ କେତେ ମାତ୍ରାରେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବାକୁ ହେବ? How much will you have to help the poor man?

* ତତେ/ତୁମକୁ /ଆପଣଙ୍କୁ କାହାର ସାହାଯ୍ୟ ନେବାକୁ ହେବ? Whose help will you have to take?

* ତତେ/ତୁମକୁ /ଆପଣଙ୍କୁ କାହାର ସାହାଯ୍ୟ ନେବାକୁ ହେବ ନାହିଁ? Whose help won’t you have to take?/ Whose help will you not have to take?

 

Page 2

କ୍ରିକେଟ ମୋ ଦ୍ୱାରା ଖେଳାଯିବାକୁ ହେବ | Cricket will have to be played by me.

କ୍ରିକେଟ ମୋ ଦ୍ୱାରା ଖେଳାଯିବାକୁ ହେବ ନାହିଁ | Cricket will not / won't have to be played by me./Cricket has not / hasn't got to be played by me./

*କ୍ରିକେଟ ମୋ ଦ୍ୱାରା ଖେଳାଯିବାକୁ ହେବ କି? Will cricket have to be played by me?

*କ୍ରିକେଟ ମୋ ଦ୍ୱାରା ଖେଳାଯିବାକୁ ହେବ ନାହିଁ କି? Won't cricket have to be played by me? Will cricket not have to be played by me?

କ୍ରିକେଟ ମୋ ଦ୍ୱାରା ଖେଳାଯିବାକୁ ହେବ, ଖେଳାଯିବାକୁ ହେବ ନାହିଁ କି? Cricket will have to be played by me, won't it?

କ୍ରିକେଟ ମୋ ଦ୍ୱାରା ଖେଳାଯିବାକୁ ହେବ ନାହିଁ, ଖେଳାଯିବାକୁ ହେବ କି? Cricket will not / won't have to be played by me, will it?

*ତମ କଲମ ଟି ମୋ ଦ୍ୱାରା ନିଆଯିବାକୁ ହେବ କି? Will your pen have to be taken by me?

*ହଁମୋ କଲମ ଟି ତମ ଦ୍ୱାରା ନିଆଯିବାକୁ ହେବ I Yes, my pen will have to be taken by you.

*ନାଁ , ମୋ କଲମ ଟି ତମ ଦ୍ୱାରା ନିଆଯିବାକୁ ହେବ ନାହିଁ | No, my pen will not / won't have to be taken by you.

*ଏହି ଗଣିତ ଟି କେହି ଜଣଙ୍କ ଦ୍ୱାରା କଷାଯିବାକୁ ହେବ କି? Will this sum have to be solved / worked out by anyone?

*ଏହି ଗଣିତ ଟି କାହା ଦ୍ୱାରା କଷାଯିବାକୁ ହେବ ନାହିଁ? By whom will this sum not have to be solved / worked out?/ By whom will not / won't this sum have to be solved / worked out?

*ହଁ,ଏହି ଗଣିତ ଟି ସମସ୍ତଙ୍କ ଦ୍ୱାରା କଷାଯିବାକୁ ହେବ | Yes, this sum will have to be solved / worked out by all.

*ନାଁଏହି ଗଣିତ ଟି କାହା ଦ୍ୱାରା କଷାଯିବାକୁ ହେବ ନାହିଁ | No, this sum will not / won't have to be solved / worked out (by anyone)

*ନାଁଏହି ଗଣିତ ଟି ତୁମ ଦ୍ୱାରା ମଧ୍ୟ କଷାଯିବାକୁ ହେବ ନାହିଁ | No, this sum will not / won't have to be solved / worked even by you.

ତତେ /ତୁମକୁ /ଆପଣଙ୍କୁ  ମୋ ଦ୍ୱାରା ସାହାଯ୍ୟ ପାଇବାକୁ ହେବ କି? Will you have to be helped by me?

*ହଁତତେ /ତୁମକୁ /ଆପଣଙ୍କୁ  ମୋ ଦ୍ୱାରା ସାହାଯ୍ୟ ପାଇବାକୁ ହେବ | Yes, you will have to be helped by me.

*ନାଁତତେ /ତୁମକୁ /ଆପଣଙ୍କୁ  ମୋ ଦ୍ୱାରା ସାହାଯ୍ୟ ପାଇବାକୁ ହେବ ନାହିଁ | No, you will not / won't have to be helped by me.

*ତୋ/ତୁମ/ଆପଣଙ୍କ ଦ୍ୱାରା ତାଙ୍କୁ ବହି ଟି  ବଢ଼େଇ ଦିଆଯିବାକୁ ହେବ କି? Will the book have to be passed to him by you?

 *ନାଁମୋ ଦ୍ୱାରା ତାଙ୍କୁ ବହି ଟି  ବଢ଼େଇ ଦିଆଯିବାକୁ ହେବ ନାହିଁ | No, the book will not / won't have to be passed to him by me.

*ଗରିବ ବ୍ୟକ୍ତି ଟିକୁ କାହା ଦ୍ୱାରା ସାହାଯ୍ୟ କରାଯିବାକୁ ହେବ କି? By whom will the poor man have to be helped?

*ହଁଗରିବ ବ୍ୟକ୍ତି ଟିକୁ ମୋ ଦ୍ୱାରା ସାହାଯ୍ୟ କରାଯିବାକୁ ହେବ I Yes, the poor man will have to be helped by me.

ତମ ଦ୍ୱାରା କାହାକୁ ସାହାଯ୍ୟ କରାଯିବାକୁ ହେବ କି? Will anyone have to be helped by you? /Who will have to be helped by you?

*ତମ ଦ୍ୱାରା କାହାକୁ ସାହାଯ୍ୟ କରାଯିବାକୁ ହେବ ନାହିଁ No one will have to be helped by you./ None will have to be helped by you.

*ତମ ଦ୍ୱାରା କାହିଁକି କାହାକୁ ସାହାଯ୍ୟ କରାଯିବାକୁ ହେବ ନାହିଁ? Why won’t/will not anyone have to be helped by you? / Why will anyone have to be helped by you? /Why will none have to be helped by you?

ତମ ଦ୍ୱାରା କେତେବେଳେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବାକୁ ହେବ? When will the poor man have to be helped by you?

 * ତମ ଦ୍ୱାରା କେଉଁଠି ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବାକୁ ହେବ? Where will the poor man have to be helped by you?

ତମ ଦ୍ୱାରା କେଉଁଠି ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବାକୁ ହେବ ନାହିଁ? Where won’t /will not the poor man have to be helped by you? / Where will the poor man not have to be helped by you?

ତମ ଦ୍ୱାରା କେତେବେଳ ପର୍ଯ୍ୟନ୍ତ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବାକୁ ହେବ? Till how long will the poor man have to be helped by you?

ତମ ଦ୍ୱାରା କେତେବେଳ ପର୍ଯ୍ୟନ୍ତ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବାକୁ ହେବ ନାହିଁ? Till how long won’t /will not the poor man have to be helped by you? /Till how long will the poor man not have to be helped by you?

ତମ ଦ୍ୱାରା କେତେ ମାତ୍ରାରେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବାକୁ ହେବ? How much will the poor man have to be helped by you?

ତମ ଦ୍ୱାରା କାହାର ସାହାଯ୍ୟ ନିଆଯିବାକୁ ହେବ? Whose help will have to be taken by you?

ତମ ଦ୍ୱାରା କାହାର ସାହାଯ୍ୟ ନିଆଯିବାକୁ ହେବ ନାହିଁ? Whose help won’t /will not have to be taken by you?

 

Page 3

 * ମତେ  କ୍ରିକେଟ ଖେଳିବାକୁ ପଡିଥାନ୍ତା | I would have to play cricket.

* ମତେ  କ୍ରିକେଟ ଖେଳିବାକୁ ପଡି ନଥାନ୍ତା | I would not have to play cricket.

* ମତେ  କ୍ରିକେଟ ଖେଳିବାକୁ ପଡି ଥାନ୍ତା  କି?  Would I have to play cricket?

* ମତେ  କ୍ରିକେଟ ଖେଳିବାକୁ ପଡି ନଥାନ୍ତା  କି? Would I not have to play cricket?/ Wouldn’t I have to play cricket?

* ମତେ  କ୍ରିକେଟ ଖେଳିବାକୁ ପଡି ନଥାନ୍ତା , ଖେଳିବାକୁ ପଡି ନଥାନ୍ତା  କି? I would have to play cricket, wouldn't I?

* ମତେ  କ୍ରିକେଟ ଖେଳିବାକୁ ପଡି ନଥାନ୍ତା , ଖେଳିବାକୁ ପଡି ଥାନ୍ତା  କି? I would not/ wouldn't have to play cricket, shall I?

* ତତେ/ତୁମକୁ /ଆପଣଙ୍କୁ ତାଙ୍କୁ  ବହି ଟି ବଢ଼େଇ ଦେବାକୁ ପଡି ଥାନ୍ତା  କି? Would you have to pass him the book?

*ହଁ, ମତେ ତାଙ୍କୁ ବହି ଟି  ବଢ଼େଇ ଦେବାକୁ ପଡି ଥାନ୍ତା  | Yes, I would have to pass him the book.

*ନାଁ, ମତେ ତାଙ୍କୁ ବହି ଟି  ବଢ଼େଇ ଦେବାକୁ ପଡି ନଥାନ୍ତା I No, I would not/ wouldn't have to pass him the book.

*ଗରିବ ବ୍ୟକ୍ତି ଟିକୁ କେହି ଜଣଙ୍କୁ ସାହାଯ୍ୟ କରିବାକୁ ପଡି ନଥାନ୍ତା କି? Would not/ Wouldn't anyone have to help the poor man?/ Would anyone not have to help the poor man?

*ହଁ, ମତେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବାକୁ ପଡି ଥାନ୍ତା  | Yes, I would have to help the poor man.

* ତତେ/ତୁମକୁ /ଆପଣଙ୍କୁ କାହାକୁ ସାହାଯ୍ୟ କରିବାକୁ ପଡି ଥାନ୍ତା ? Whom would you have to help?

* ତତେ/ତୁମକୁ /ଆପଣଙ୍କୁ କାହାକୁ ସାହାଯ୍ୟ କରିବାକୁ ପଡି ନଥାନ୍ତା? Whom wouldn’t you have to help? Whom would you not have to help?

* ତତେ/ତୁମକୁ /ଆପଣଙ୍କୁ କେହି ଜଣଙ୍କୁ ସାହାଯ୍ୟ କରିବାକୁ ପଡି ଥାନ୍ତା I You would have to help someone.

* ତତେ/ତୁମକୁ /ଆପଣଙ୍କୁ କାହିଁକି କାହାକୁ ସାହାଯ୍ୟ କରିବାକୁ ପଡି ଥାନ୍ତା  | Why would you have to help anyone?

* ତତେ/ତୁମକୁ /ଆପଣଙ୍କୁ କାହିଁକି କାହାକୁ ସାହାଯ୍ୟ କରିବାକୁ ପଡି ନଥାନ୍ତା | Why wouldn’t you have to help anyone? Why would you not have to help someone?

* ତତେ/ତୁମକୁ /ଆପଣଙ୍କୁ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବାକୁ ପଡି ଥାନ୍ତା I You would have to help the poor man.

* ତତେ/ତୁମକୁ /ଆପଣଙ୍କୁ କେତେବେଳେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବାକୁ ପଡି ଥାନ୍ତା? When would you have to help the poor man?

* ତତେ/ତୁମକୁ /ଆପଣଙ୍କୁ କେଉଁଠି ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବାକୁ ପଡି ଥାନ୍ତା? Where would you have to help the poor man?

* ତତେ/ତୁମକୁ /ଆପଣଙ୍କୁ କେଉଁଠି ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବାକୁ ପଡି ନଥାନ୍ତା ? Where wouldn’t you have to help the poor man? / Where would you not have to help the poor man?

* ତତେ/ତୁମକୁ /ଆପଣଙ୍କୁ କେତେବେଳ ପର୍ଯ୍ୟନ୍ତ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ ପଡି ଥାନ୍ତା ? Till how long would you have to help the poor man?

* ତତେ/ତୁମକୁ /ଆପଣଙ୍କୁ କେତେବେଳ ପର୍ଯ୍ୟନ୍ତ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବାକୁ ପଡି ନଥାନ୍ତା? Till how long wouldn’t you have to help the poor man? /Till how long would you not have to help the poor man?

* ତତେ/ତୁମକୁ /ଆପଣଙ୍କୁ କେତେ ମାତ୍ରାରେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରିବାକୁ ପଡି ନଥାନ୍ତା? How much would you have to help the poor man?

* ତତେ/ତୁମକୁ /ଆପଣଙ୍କୁ କାହାର ସାହାଯ୍ୟ ପଡି ଥାନ୍ତା? Whose help would you have to take?

* ତତେ/ତୁମକୁ /ଆପଣଙ୍କୁ କାହାର ସାହାଯ୍ୟ ନେବାକୁ ପଡି ନଥାନ୍ତା? Whose help wouldn’t you have to take?/ Whose help would you not have to take?

 

Page 2

କ୍ରିକେଟ ମୋ ଦ୍ୱାରା ଖେଳାଯିବାକୁ ପଡି ଥାନ୍ତା | Cricket would have to be played by me.

କ୍ରିକେଟ ମୋ ଦ୍ୱାରା ଖେଳାଯିବାକୁ ପଡି ନଥାନ୍ତା | Cricket would not / wouldn't have to be played by me./Cricket has not / hasn't got to be played by me./

*କ୍ରିକେଟ ମୋ ଦ୍ୱାରା ଖେଳାଯିବାକୁ ପଡି ଥାନ୍ତା କି? Would cricket have to be played by me?

*କ୍ରିକେଟ ମୋ ଦ୍ୱାରା ଖେଳାଯିବାକୁ ପଡି ନଥାନ୍ତା କି? Wouldn't cricket have to be played by me? Would cricket not have to be played by me?

କ୍ରିକେଟ ମୋ ଦ୍ୱାରା ଖେଳାଯିବାକୁ ପଡି ଥାନ୍ତା, ଖେଳାଯିବାକୁ ପଡି ଥାନ୍ତା କି? Cricket would have to be played by me, wouldn't it?

କ୍ରିକେଟ ମୋ ଦ୍ୱାରା ଖେଳାଯିବାକୁ ପଡି ନଥାନ୍ତା, ଖେଳାଯିବାକୁ ପଡି ଥାନ୍ତା କି? Cricket would not / won't have to be played by me, would it?

*ତମ କଲମ ଟି ମୋ ଦ୍ୱାରା ନିଆଯିବାକୁ ପଡି ଥାନ୍ତା କି? Would your pen have to be taken by me?

*ହଁମୋ କଲମ ଟି ତମ ଦ୍ୱାରା ନିଆଯିବାକୁ ପଡି ଥାନ୍ତା I Yes, my pen would have to be taken by you.

*ନାଁ , ମୋ କଲମ ଟି ତମ ଦ୍ୱାରା ନିଆଯିବାକୁ ପଡି ନଥାନ୍ତା | No, my pen would not / wouldn't have to be taken by you.

*ଏହି ଗଣିତ ଟି କେହି ଜଣଙ୍କ ଦ୍ୱାରା କଷାଯିବାକୁ ପଡି ଥାନ୍ତା କି? Would this sum have to be solved / worked out by anyone?

*ଏହି ଗଣିତ ଟି କାହା ଦ୍ୱାରା କଷାଯିବାକୁ ପଡି ନଥାନ୍ତା? By whom would this sum not have to be solved / worked out?/ By whom would not / wouldn't this sum have to be solved / worked out?

*ହଁ,ଏହି ଗଣିତ ଟି ସମସ୍ତଙ୍କ ଦ୍ୱାରା କଷାଯିବାକୁ ପଡି ଥାନ୍ତା | Yes, this sum would have to be solved / worked out by all.

*ନାଁଏହି ଗଣିତ ଟି କାହା ଦ୍ୱାରା କଷାଯିବାକୁ ପଡି ନଥାନ୍ତା | No, this sum would not / wouldn't have to be solved / worked out (by anyone)

*ନାଁଏହି ଗଣିତ ଟି ତୁମ ଦ୍ୱାରା ମଧ୍ୟ କଷାଯିବାକୁ ପଡି ନଥାନ୍ତା | No, this sum would not / wouldn't have to be solved / worked even by you.

ତତେ /ତୁମକୁ /ଆପଣଙ୍କୁ  ମୋ ଦ୍ୱାରା ସାହାଯ୍ୟ ପାଇବାକୁ ପଡି ଥାନ୍ତା କି? Would you have to be helped by me?

*ହଁତତେ /ତୁମକୁ /ଆପଣଙ୍କୁ  ମୋ ଦ୍ୱାରା ସାହାଯ୍ୟ ପାଇବାକୁ ପଡି ଥାନ୍ତା | Yes, you would have to be helped by me.

*ନାଁତତେ /ତୁମକୁ /ଆପଣଙ୍କୁ  ମୋ ଦ୍ୱାରା ସାହାଯ୍ୟ ପାଇବାକୁ ପଡି ନଥାନ୍ତା | No, you would not / wouldn't have to be helped by me.

*ତୋ/ତୁମ/ଆପଣଙ୍କ ଦ୍ୱାରା ତାଙ୍କୁ ବହି ଟି  ବଢ଼େଇ ଦିଆଯିବାକୁ ପଡି ଥାନ୍ତା କି? Would the book have to be passed to him by you?

 *ନାଁମୋ ଦ୍ୱାରା ତାଙ୍କୁ ବହି ଟି  ବଢ଼େଇ ଦିଆଯିବାକୁ ପଡି ନଥାନ୍ତା | No, the book would not / wouldn't have to be passed to him by me.

*ଗରିବ ବ୍ୟକ୍ତି ଟିକୁ କାହା ଦ୍ୱାରା ସାହାଯ୍ୟ କରାଯିବାକୁ ପଡି ଥାନ୍ତା କି? By whom would the poor man have to be helped?

*ହଁଗରିବ ବ୍ୟକ୍ତି ଟିକୁ ମୋ ଦ୍ୱାରା ସାହାଯ୍ୟ କରାଯିବାକୁ ପଡି ଥାନ୍ତା I Yes, the poor man would have to be helped by me.

ତମ ଦ୍ୱାରା କାହାକୁ ସାହାଯ୍ୟ କରାଯିବାକୁ ପଡି ଥାନ୍ତା କି? Would anyone have to be helped by you? /Who would have to be helped by you?

*ତମ ଦ୍ୱାରା କାହାକୁ ସାହାଯ୍ୟ କରାଯିବାକୁ ପଡି ନଥାନ୍ତାNo one would have to be helped by you./ None would have to be helped by you.

*ତମ ଦ୍ୱାରା କାହିଁକି କାହାକୁ ସାହାଯ୍ୟ କରାଯିବାକୁ ପଡି ନଥାନ୍ତା? Why wouldn’t/ would not anyone have to be helped by you? / Why would anyone not have to be helped by you? /Why would none have to be helped by you?

ତମ ଦ୍ୱାରା କେତେବେଳେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବାକୁ ପଡି ଥାନ୍ତା? When would the poor man have to be helped by you?

 * ତମ ଦ୍ୱାରା କେଉଁଠି ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବାକୁ ପଡି ଥାନ୍ତା? Where would the poor man have to be helped by you?

ତମ ଦ୍ୱାରା କେଉଁଠି ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବାକୁ ପଡି ନଥାନ୍ତା? Where wouldn’t / would not the poor man have to be helped by you? / Where would the poor man not have to be helped by you?

ତମ ଦ୍ୱାରା କେତେବେଳ ପର୍ଯ୍ୟନ୍ତ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବାକୁ ପଡି ଥାନ୍ତା? Till how long would the poor man have to be helped by you?

ତମ ଦ୍ୱାରା କେତେବେଳ ପର୍ଯ୍ୟନ୍ତ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବାକୁ ପଡି ନଥାନ୍ତା? Till how long wouldn’t / would not the poor man have to be helped by you? /Till how long would the poor man not have to be helped by you?

ତମ ଦ୍ୱାରା କେତେ ମାତ୍ରାରେ ଗରିବ ବ୍ୟକ୍ତି ଟିକୁ ସାହାଯ୍ୟ କରାଯିବାକୁ ପଡି ଥାନ୍ତା? How much would the poor man have to be helped by you?

ତମ ଦ୍ୱାରା କାହାର ସାହାଯ୍ୟ ନିଆଯିବାକୁ ପଡି ଥାନ୍ତା? Whose help would have to be taken by you?

ତମ ଦ୍ୱାରା କାହାର ସାହାଯ୍ୟ ନିଆଯିବାକୁ ପଡି ନଥାନ୍ତା? Whose help wouldn’t / would not have to be taken by you?

 

 

ହେବ, ହେବ ନାହିଁ ଦିଆଯିବ ଖେଳାଯିବ  ଲେଖାଯିବ ଖେଳା ଯାଇଥାନ୍ତା ଦେଇଥାନ୍ତି ଦେଇଥାନ୍ତା ଖେଳିଥାନ୍ତା ଥାନ୍ତୁଥାନ୍ତେ ଦେବଦେବୁଦେବେ ଦେବି

ଖେଳିବା ଉଚିତଖେଳାଯିବା ଉଚିତ ନଥିଲା ଲେଖାଯିବା ନୁହେଁ ଉଚିତ ଥିଲାଉଚିତ ନଥିଲା ଲେଖିବା କହିବାମୋରତାରତୁମରସେମାନଙ୍କରସେମାନେତମେମାନେଆପଣମାନେ

ମୋରଆମରଆମ୍ହମାଙ୍କରତୋରତୁମରଆପଣଙ୍କରତାରତାଙ୍କରସେମାନଙ୍କରରାମରସୀତାର ଏହାରତାହାରଏଗୁଡିକରସେଇଟାରସେଗୁଡିକର ଯାହାର କାହାର ଯେଉଁମାନେ ଯେଉଁମାନଙ୍କୁ ଯେଉଁମାନଙ୍କର , କେହି ଜଣେକେହି ଜଣେ ବିମଧ୍ୟତାଙ୍କୁ ତୁମେ ନେବାଦେବାଖାଇବାପିଇବା ଶୋଇବା , ନିଆଯିବା

ହୁଏତ ଯାଇପାରେ ଯାଇପାରିବିନି ଯାଇପାରିବି, ଯାଇପାରିବ, ଯାଇପାରିବେ ପାର, ଯାଇପାରନ୍ତି ଯାଇପାରୁ ଯାଇନପାରେ ଯାଇନପାରୁ ଯାଇନପାରନ୍ତି ଯାଇନପାର  ପାରିଲିପାରିଲା ପାରିଲୁ ପାରିଲ 

 ପାରିବି  ପାରିବୁ ପାରିବେ  ତତେ /ତୁମକୁ /ଆପଣଙ୍କୁ 

 

 

 

 

No comments:

Post a Comment