Saturday 3 September 2022



ସିଏ, କିଏ, ଯିଏ, ଆମେ, ତୁମେ, ତୁ, ଆପଣ, ହରି, ରାମ, ଗୋପାଳ, ସେମାନେ, ଆମ୍ଭେମାନେ, ତୁମ୍ଭେ ମାନେ କୃଷକ ମାନେ, ଥିଲା, ଥିଲେ, ଥିଲୁ, ନ, ଥିଲ 

*ମୁଁ nursery ରେ ପଢୁଥିଲା ବେଳେ ମୋ ଜେଜେମା ଙ୍କ ସାଙ୍ଗରେ ବିଦ୍ୟାଳୟ କୁ ଯାଉଥିଲି l

*ବିଦ୍ୟାଳୟ ରେ class ଆରମ୍ଭ ହେବା ପୂର୍ବରୁ ଆମେ ବରାବର ପ୍ରାର୍ଥନା କରୁଥିଲୁ l

*ଯୁବକ ଅବସ୍ଥାରେ ମୁଁ ପ୍ରତିଦିନ ପାଞ୍ଚ କି. ମି ଚାଲୁଥିଲି l

*ଗାଁ ରେ ଥିଲା ବେଳେ ମୁଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ରେ ମନ୍ଦିର ଯାଉଥିଲି l

* ବର୍ଷା ଦିନେ ଧିବର ମାନେ ନଦୀ ରୁ ମାଛ ଧରୁଥିଲେ l

*ପିଲାଦିନେ ରାତିରେ ଶୋଇବାବେଳେ ବାପା ମତେ ଭଲ ଭଲ ଗପ କହୁଥିଲେ l

*ମୁଁ ପିଲାଦିନେ ମିଛ କଥା କହୁନଥିଲି l

*ମୁଁ ଉଚ୍ଚ ବିଦ୍ୟାଳୟ ରେ ପଢିବା ବେଳେ ଶେଣୀ ର ମନିଟର ଥିଲି l

*ଆଜିକାଲି ପିଲାମାନେ ମୋବଇ ବ୍ୟବହାର କରିବାରେ ପୁରା ଅଭ୍ୟସ୍ତ l

*ବର୍ତମାନ ସମୟରେ ଯୁବକ ଗୋଷ୍ଠୀ ଧୁମ୍ର ପାନ ରେ ଅଭ୍ୟସ୍ତ l

*ଆଜିକାଲି ଆମେ ପରସ୍ପର କୁ ଠକିବାରେ ଅଭ୍ୟସ୍ତ l

*ଅତୀତରେ ଓଡ଼ିଆ ପାଇକ ମାନେ ଯୁଦ୍ଧ ରେ ଅଭ୍ୟସ୍ତ ଥିଲେ l

* ବ୍ୟବସାୟୀମାନେ ମିଛ କହିବାରେ ଅଭ୍ୟସ୍ତ l 

*ମୁଁ ଏପରି ପରିବେଶ ସହ ଅଭ୍ୟସ୍ତ ନ ଥିଲି, କିନ୍ତୁ ଆସ୍ତେ ଆସ୍ତେ  ହୋଇଯିବିl

*ଛୁଟିଦିନେ ଆମେ ଗପ ବହି ପଢିବା ରେ ଅଭ୍ୟସ୍ତ ଥିଲୁ, କିନ୍ତୁ ଏବେର ପିଢ଼ି ମୋବାଇଲ ଫୋନ ବ୍ୟବହାର ରେ ଅଭ୍ୟସ୍ତl

*ଖରାଦିନେ ପିଲାମାନେ ନଈ ଓ ପୋଖରୀରେ ପଂହଁରିବାରେ ଅଭ୍ୟସ୍ତ ଥାନ୍ତି l

*ନେତା ଓ ସରକାରୀ ଚାକିରୀଆ ମାନେ ଲାଞ୍ଚ ନେବାରେ ଅଭ୍ୟସ୍ତ l

*ପିଲାଟି ଶୀଘ୍ର ଶୋଇବା ଓ ଡେରିରେ ଉଠିବା ରେ ଅଭ୍ୟସ୍ତ l


* ପ୍ରଧାନ ଶିକ୍ଷକ ଙ୍କ କକ୍ଷ କୁ ଯିବାକୁ କେଉଁ ଛାତ୍ର ସାହସ କରିବ?

*କୌଣସି

*ଏକ ବଢ଼ି ନଈ କୁ ପଂହଁରି ପଂହଁରି ପାର ହେବାକୁ କିଏ ବା ସାହସ କରିବ?

*ସାପ ଗାତ ରେ ହାତ ପୁରେଇ ବାକୁ କିଏ ବା ସାହସ କରିବ?

*ପ୍ରିନସିପାଲ ଙ୍କୁ କିଏ ବା ପ୍ରଶ୍ନ କରିବାକୁ ସାହସ କରିବ?

*ଏକ ବାଘ ସାଙ୍ଗେ ଲଢେଇ କରିବାକୁ କିଏ ବା ସାହସ କରିବ?

*ତୁ ମୋ ଆଗରେ ମିଛ କହିବାକୁ ସାହସ କିପରି କଲୁ?

*ରାମ ଏକୁଟିଆ ପାହାଡ଼ ପାର ହେବାକୁ ସାହସ କେମିତି କଲା?

*ଚୋର ଟି ଠାକୁର ଙ୍କ ଟଙ୍କା ରେ ହାତ ଦେବା କୁ ସାହସ କେମିତି କଲା?

*ଈଶ୍ୱର ଙ୍କୁ ଦାୟୀ କରିବାକୁ କିଏ ବା ସାହସ କରିବ?

* ରାମ ତାକୁ ଗଣିତ ରେ ହରେଇବା କୁ ମୋତେ ଆହ୍ୱାନ କରୁଛି l



No comments:

Post a Comment