*ମୁଁ nursery ରେ ପଢୁଥିଲା ବେଳେ ମୋ ଜେଜେମା ଙ୍କ ସାଙ୍ଗରେ ବିଦ୍ୟାଳୟ କୁ ଯାଉଥିଲି l
*ବିଦ୍ୟାଳୟ ରେ class ଆରମ୍ଭ ହେବା ପୂର୍ବରୁ ଆମେ ବରାବର ପ୍ରାର୍ଥନା କରୁଥିଲୁ l
*ଯୁବକ ଅବସ୍ଥାରେ ମୁଁ ପ୍ରତିଦିନ ପାଞ୍ଚ କି. ମି ଚାଲୁଥିଲି l
*ଗାଁ ରେ ଥିଲା ବେଳେ ମୁଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ରେ ମନ୍ଦିର ଯାଉଥିଲି l
* ବର୍ଷା ଦିନେ ଧିବର ମାନେ ନଦୀ ରୁ ମାଛ ଧରୁଥିଲେ l
*ପିଲାଦିନେ ରାତିରେ ଶୋଇବାବେଳେ ବାପା ମତେ ଭଲ ଭଲ ଗପ କହୁଥିଲେ l
*ମୁଁ ପିଲାଦିନେ ମିଛ କଥା କହୁନଥିଲି l
*ମୁଁ ଉଚ୍ଚ ବିଦ୍ୟାଳୟ ରେ ପଢିବା ବେଳେ ଶେଣୀ ର ମନିଟର ଥିଲି l
*ଆଜିକାଲି ପିଲାମାନେ ମୋବଇ ବ୍ୟବହାର କରିବାରେ ପୁରା ଅଭ୍ୟସ୍ତ l
*ବର୍ତମାନ ସମୟରେ ଯୁବକ ଗୋଷ୍ଠୀ ଧୁମ୍ର ପାନ ରେ ଅଭ୍ୟସ୍ତ l
*ଆଜିକାଲି ଆମେ ପରସ୍ପର କୁ ଠକିବାରେ ଅଭ୍ୟସ୍ତ l
*ଅତୀତରେ ଓଡ଼ିଆ ପାଇକ ମାନେ ଯୁଦ୍ଧ ରେ ଅଭ୍ୟସ୍ତ ଥିଲେ l
* ବ୍ୟବସାୟୀମାନେ ମିଛ କହିବାରେ ଅଭ୍ୟସ୍ତ l
*ମୁଁ ଏପରି ପରିବେଶ ସହ ଅଭ୍ୟସ୍ତ ନ ଥିଲି, କିନ୍ତୁ ଆସ୍ତେ ଆସ୍ତେ ହୋଇଯିବିl
*ଛୁଟିଦିନେ ଆମେ ଗପ ବହି ପଢିବା ରେ ଅଭ୍ୟସ୍ତ ଥିଲୁ, କିନ୍ତୁ ଏବେର ପିଢ଼ି ମୋବାଇଲ ଫୋନ ବ୍ୟବହାର ରେ ଅଭ୍ୟସ୍ତl
*ଖରାଦିନେ ପିଲାମାନେ ନଈ ଓ ପୋଖରୀରେ ପଂହଁରିବାରେ ଅଭ୍ୟସ୍ତ ଥାନ୍ତି l
*ନେତା ଓ ସରକାରୀ ଚାକିରୀଆ ମାନେ ଲାଞ୍ଚ ନେବାରେ ଅଭ୍ୟସ୍ତ l
*ପିଲାଟି ଶୀଘ୍ର ଶୋଇବା ଓ ଡେରିରେ ଉଠିବା ରେ ଅଭ୍ୟସ୍ତ l
* ପ୍ରଧାନ ଶିକ୍ଷକ ଙ୍କ କକ୍ଷ କୁ ଯିବାକୁ କେଉଁ ଛାତ୍ର ସାହସ କରିବ?
*କୌଣସି
*ଏକ ବଢ଼ି ନଈ କୁ ପଂହଁରି ପଂହଁରି ପାର ହେବାକୁ କିଏ ବା ସାହସ କରିବ?
*ସାପ ଗାତ ରେ ହାତ ପୁରେଇ ବାକୁ କିଏ ବା ସାହସ କରିବ?
*ପ୍ରିନସିପାଲ ଙ୍କୁ କିଏ ବା ପ୍ରଶ୍ନ କରିବାକୁ ସାହସ କରିବ?
*ଏକ ବାଘ ସାଙ୍ଗେ ଲଢେଇ କରିବାକୁ କିଏ ବା ସାହସ କରିବ?
*ତୁ ମୋ ଆଗରେ ମିଛ କହିବାକୁ ସାହସ କିପରି କଲୁ?
*ରାମ ଏକୁଟିଆ ପାହାଡ଼ ପାର ହେବାକୁ ସାହସ କେମିତି କଲା?
*ଚୋର ଟି ଠାକୁର ଙ୍କ ଟଙ୍କା ରେ ହାତ ଦେବା କୁ ସାହସ କେମିତି କଲା?
*ଈଶ୍ୱର ଙ୍କୁ ଦାୟୀ କରିବାକୁ କିଏ ବା ସାହସ କରିବ?
* ରାମ ତାକୁ ଗଣିତ ରେ ହରେଇବା କୁ ମୋତେ ଆହ୍ୱାନ କରୁଛି l
No comments:
Post a Comment