ଆସ ଗଢ଼ିବା ଏକ ନୂଆ ପୃଥିବୀ
କେତେ
ଦିନ
ଆଉ
ଶବ୍ଦରେ
ଶବ୍ଦରେ
ଗଢ଼ିବା,
ଭାଷାରେ,
ଭାଷଣରେ
ସଜାଡିବା
ଆଉ
ସ୍ୱପ୍ନରେ ସ୍ୱପ୍ନରେ ସଜେଇବା
ଏ
ପୃଥିବୀକୁ ?
ଆସ,
ଆମେ
ବାସ୍ତବରେ ସଜାଡ଼ିବା
ଓ
ସଜେଇବା
ଏହାକୁ
ସମସ୍ତେ
ତ୍ରିଦେବ ସାଜି।
LET’S BUILD A NEW WORLD.
How long will we keep building this
world with words hollow,
Will continue to mend and furnish it
up with our rhetorics shallow
And design and embellish it in our
dreams fallow?
Let’s all as Tridev fashion and
devise it in reality my beings fellow!
ଏମିତି
ଏକ
ନୂଆ
ପୃଥିବୀଟିଏ ଗଢ଼ିବା
ଯେଉଁଠି
ନଥିବ
ଦୁଃଖ,
ଦାରିଦ୍ର୍ୟ, ଦୁର୍ଦ୍ଦଶା, ଦୁର୍ବିପାକ,
ପରିତାପ,
ପ୍ରତାରଣା, ହତ୍ୟା,
ଆତ୍ମହତ୍ୟା ଓ ଆପଣାପର।
ଅକାଳରେ
ଝରିପଡୁନବ ଏକ
ନିରୀହ
ନାରୀ
ଅବା
କେଉଁ
ଏକ
ପୁରୁଷ
ପୁଅର
ଜୀବନ
ସବୁଠାରେ ବିଫଳ
ହେବା
ପରେ
-
ପ୍ରେମରେ, ପଦପଦବୀ
ପରିଚାଳନାରେ,
ଅବା
ପରିବାର
ସୁରୁଖୁରୁରେ ଚଳାଇବାରେ;
ସବୁ
ବଦନାମକୁ ମୁଣ୍ଡରେ ମୁଣ୍ଡେଇ ଚାଷୀଟିଏ ଋଣ
ପରିତୋଷ
କରିନପାରିବାର ଭୟରେ।
Hark! We’ll build such a novel world
of beauty
As will be free from woes, poverty,
misery, calamity,
Remorse, deceit, murder, suicide and
discriminations.
Let not there a lady be forced to
end her play prematurely
Or a man be tempted to die young
after failure everywhere –
In love, in handling his positions and
duties with due flair,
Or maintaining his beloved family
smoothly and comfortably;
Or a farmer, unable to pay debts,
and shoulder humiliations!
ରାସ୍ତାକଡ଼ରେ, କେଉଁ
ଗହଳିଆ
ବୁଦାମୂଳେ, ଅବା
ଅଳିଆଗଦାରେ
ଗଡୁନଥିବ ନିଷ୍ପାପ ଶିଶୁଟିଏ ପିତାମାତାଙ୍କର ଅଭାବୀପଣର ଅଭିଶାପକୁ ମୁଣ୍ଡେଇ;
ନୀରବତାର ନିବୁଜ
କୋଠରୀରୁ ଉଙ୍କିମାରି ଖୋଜୁନଥିବେ ବୃଦ୍ଧ
ପିତାମାତା,
ପୁଅବୋହୂ ଓ
ନାତି
ନାତୁଣୀଙ୍କର ଗହଳ
ଚହଳ
ସଂସାର।
Let not there an innocent infant be
lying in the thick bushes
Or rotting in the stinking and
reeking dumping yard
Carrying curses of parental penury
and indigence;
Let not there the old parents be peeking
from the cells of silence
The busy and crowded world of the
sons, daughter in laws and grand children.
ନଥୁବ
ଯେଉଁଠି
ବ୍ୟଭିଚାର, ବେଶ୍ୟାବୃତି,
ନାରୀ
ନିର୍ଯ୍ୟାତନା, ପୁରୁଷ
ଯାତନା,
ବାଦବିବାଦ ଭାଇଭାଇରେ, ସାହି
ପଡ଼ିଶାରେ,
ସୀମା
ବିବାଦ
ପ୍ରଦେଶ
ଆଉ
ପ୍ରଦେଶର, ଦେଶ
ବିଦେଶର,
ଭୟ
ନଥିବ
ମାଓବାଦ,
ସନ୍ତ୍ରାସବାଦ ଆଉ
ଆତଙ୍କବାଦର।
ମାନସୀ
ପାତ୍ର
(ଏସିପି),
ୟୁନିଟ-୬, ଭୁବନେଶ୍ଵର
No comments:
Post a Comment