Tuesday 3 October 2023

ଓଡ଼ିଆ କବିତା 'ଅଜ୍ଞତା ହିଁ ଅହଂକାର" / TRANSLATED ENGLISH POEM "IGNORANCE BREEDS ARROGANCE."

 


ଅଜ୍ଞତା ହିଁ ଅହଂକାର

(କୁଞ୍ଜବିହାରୀ ରାଉତ)

ଅଜ୍ଞତା ହିଁ ଅହଂକାରର ଜନନୀ

ବିନମ୍ରତା ଜୀବନର ଅମୂଲ୍ୟ ଅଳଙ୍କାର

ନିଜର ଅଜ୍ଞତା କୁ ଜାଣିବା ହିଁ

ମଣିଷର ସବୁଠାରୁ ବଡ ବିଜ୍ଞତା I


ବଂଧୁ, ଜାଣିରଖ

ବିଶ୍ୱାସ,ହୃଦୟ, ପ୍ରେମ, ପ୍ରତିଶୃତି

ଭାଙ୍ଗିଗଲେ ଶବ୍ଦ ହୁଏନି

ମାତ୍ର,ଯନ୍ତ୍ରଣା ଦେଉଥାଏ ନିରନ୍ତର …………….


ସଂଜମତା ହେଉ ବାଣୀ

କାରଣ ବାଣୀ ବିଣା ହେଲେ ଜୀବନ ସଂଗୀତମୟ

ଆଉ ବାଣୀ ବାଣ ହେଲେ ହୁଏ ଧ୍ବଂସର କାରଣ

ସେଇଥିପାଇଁ ...

ଜଳ ମର୍ଯ୍ୟାଦା ଭାଙ୍ଗିଲେ ହୁଏ ବିନାଶ

ଆଉ ବାଣୀ ମର୍ଯ୍ୟାଦା ଭାଙ୍ଗିଲେ ହୁଏ ସର୍ବନାଶ …………

 

ପ୍ରତ୍ୟେକଙ୍କ ଜୀବନରେ କିଛି ଥାଏ ନିର୍ଦ୍ଦିଷ୍ଟତା

ଯେପରି ମହମବତୀ ଜଳି ଆଲୁଅ ଦେଉଥାଏ

ଧୂପକାଠି ଜଳି ସୁଗନ୍ଧ ବାଣ୍ଟି ଚାଲିଥାଏ...

ଏଇତ ଜୀବନର ବାସ୍ତବତା …………..I

  

ଥରେ ନିଜ ମନକୁ ପଚାର

ଅହଂକାର କୁ କରି ପରିତ୍ୟାଗ

ଭଲପାଇବାର ମନ୍ତ୍ରରେ ନିଜକୁ ମନ୍ତ୍ରିତ କରାଇ

ସଂସାରରେ ଆଚରଣର ସୁଗନ୍ଧକୁ ବାଣ୍ଟି ଚାଲିବାକୁ

ଆଉ ଅହଂକାର ଅନ୍ଧକାରକୁ ଦୂରେଇ

ଏକ ଅନନ୍ୟ ଉଦାହରଣ ହେବାକୁ ସମାଜରେ.....

 

୧୪୮/,ହମିରପୁର,

ରାଉରକେଲା:

ମୋ: ୯୮୬୧୦୩୪୪୯୪

 

IGNORANCE BREEDS ARROGANCE.

 

Yes, ignorance is the mother of arrogance.

And humility is one of life’s invaluable gems.

Man’s wisdom lacks its most shining substance

When he fails to find out the roots of his nescience. 

 

Friends, it’s to be noted with seriousness –

The crashes of trust, heart, love and promises

Make no audible noises;

However, the victims are plagued nights and days……..!

 

Let the utterances be restrained and refined;

For, restrained and refined utterances make life melodious,

While unrestrained and unrefined utterances turn it ruinous.

Just as, once crosses limits, fashions disasters the water blind.

 

Each creation has been designed as special,

For, a candle burns to emit light as per its potential

And an incense stick, when burnt, spreads fragrance;

This is the reality of each life ever reigned by His Sense.

 

Do give up your arrogance

And ask your mind just once

To drench itself with the rains of love and beauty

To spray around the aroma of a conduct of nobility

To refrain itself from the darkness of arrogance

And to be a unique example for all in God’s contrivance…….

 

Copyright: Dr. Shankar D Mishra, Sr. Lecturer in English, Bhubaneswar, Odisha, Bharat 03.10.2023

No comments:

Post a Comment