Wednesday 17 May 2023

ଓଡ଼ିଆ କବିତା "ଝରା ଫୁଲ"/TRANSLATED POEM "A FADED AND FALLEN FLOWER "


ଝରା ଫୁଲ

ନୀଳ ବନାନୀର ଶାଖାରେ ଶାଖାରେ
ଝରା ଫୁଲ ମୁଯେ ଝରି ଯାଏ
ସଜ ସଉରଭ ଦେଇ ଯିବାକୁ ମୁଁ
ଲୁଚି ଲୁଚି କେତେ କାନ୍ଦୁ ଥାଏ.
ବିରହୀଣୀ ସାଜି କେତେଯେ ରଜନୀ
ଦୁଃଖ ସାଗରେ ଯାଇଛି ବିତି
କାହା କବରୀରେ ସାଜି ମୁଁ ପାରିନି
ବାସର ଶେଯରେ ମଧୁ ରାତି l
ବଣ ମଲ୍ଲୀ ହୋଇ ଝରି ଝରି ଯାଏ
ଆଢୁଆଳର ଅନ୍ଧାରରେ
ଝରା ଫୁଲ ମୁଁ ଫୁଟିଛି ଅକାଳରେ
ମନ ଦୁଃଖ ନାହିଁ ଝରି ବାରେ l
କେତେଯେ ଯାତନା ଜୀବନେ ସହିଛି
ମୁଯେ ହଜାଇ ଦେଇଛି ସ୍ୱପ୍ନ
କେଉଁ ବଗିଚାର ରୂପସୀ ଫୁଲ ମୁଁ
ଜାଣେନା କାହାକୁ ଦେଇଛି ମନ l
କେତେଯେ ବସନ୍ତ ବାସ ଭରି ଦିଏ
ସେ ଅକୁହା ମନର ଫୁଲରେ
ମୋ ବୟସୀ ରାତ୍ରିର ବେଣୀ ଫିଟିପଡେ
ଝରି ଯାଏ ପୁଣି ସକାଳରେ l

ରୀନା ରାଣୀ ମହାନ୍ତି, ଭିଜିଲାନ୍ସ କଲୋନୀ
କଲ୍ୟାଣୀ ନଗର, କଟକ, 8763744264

A FADED AND FALLEN FLOWER

 

Alas! Blooming on the braids of the lush green woods

Unnoticed, I fall down before spraying my aroma for goods!

Bereaved, I’ve spent countless nights in the sorrowful seas…!

I was never born to embellish a damsel’s tresses for her glees..!

Never was I destined to adorn a honeymoon bed that Time agrees!

 

Alas! Fall I down faded, like a wild Mogra, in the rear side of darkness….

Since I am born ill-timed only to tumble down, shedding tears is useless!

Endless sufferance has spoiled all my life’s sweetly cherished dreams!

I’m a captivating flower blossomed in an unknown garden. Streams

Of woes have drowned my love, my wishes and my own choices!

 

Alas! Myriad Springs have filled my mind’s mute bloom with fragrance

The bloomed youths of my nights, unsavoured, fall down at the days’ glance!


Copyright: Dr. Shankar D Mishra, Sr. Lecturer in English, Bhubaneswar, Odisha, India   17.05.2023
WhatsApp number: 8249297412
Blog: sdmpoetry.blogspot.com
Email: devankarpublications@gmail.com
Website: https://devankarclasses.

N. B. This poem is translated from an Odia poem "ଝରା ଫୁଲ"/"Jhara Phula" written by Reenarani Mohanty, Vigilance Colony, Kalyani Nagar, Cuttack, Odisha, India
8763744264

ବି. ଦ୍ର. :- ଯେଉଁ ଓଡ଼ିଆ କବି ମାନେ ସେମାନଙ୍କ ଓଡ଼ିଆ ରଚନା ର ଇଂଲିଶ ରୂପାନ୍ତର ଡ଼. ମିଶ୍ରଙ୍କ ଦ୍ୱାରା କରେଇବା ପାଇଁ ଇଛୁକ, ସେମାନେ ଏହି Whatsapp ନୁମ୍ବର ରେ ଯୋଗାଯୋଗ କରିପାରିବେ l (8249297412)

Please share this poem to your friends to enjoy reading it. Thank you. 🌹❤️❤️🙏

ଦୟାକରି ଏହି କବିତା ଟି ଆପଣଙ୍କ Whatsapp ଓ Facebook ସାଙ୍ଗ ମାନଙ୍କୁ share କରି ସେମାନଙ୍କୁ ମଧ୍ୟ ଏହାକୁ ପଢି ଉପଭୋଗ କରିବାକୁ ସୁଯୋଗ ଦିଅନ୍ତୁ l ଧନ୍ୟବାଦ 🙏❤️🌹🙏
Image credit: Google

4 comments:

  1. Debajnai Mishra17 May 2023 at 21:36

    The translation is too good.Commendable job.I really appreciate it. I loved the result of the beautiful translation .

    ReplyDelete
  2. मैं हिन्दी भाषी नहीं हूँ, लेकिन पड सकता हूँ। डा शकर डि मिश्रा साहाब का एक फिका और एक गिरा हुआ फूल अनूबादित कबिता पडने पर बहुत आनन्द मिला
    यह रचना केबल शिक्षा मूलक नहीं बल्कि हिन्दी भाषा को समृद्ध करता है।

    ReplyDelete