Thursday 16 December 2021

 ସମ୍ପର୍କ ସୃଷ୍ଟି ହୁଏ ସ୍ନେହରୁ,

ଜୀବିତ ରୁହେ ବ୍ୟବହାରରୁ,

 ଅନୁଭବ ହୁଏ ଯତ୍ନରେ

ଅନୁଭୂତି ବସା ବାନ୍ଧେ ହୃଦୟରୁ

ମଉଳି ଯାଏ ସନ୍ଧେହ ରେ

ଭାଙ୍ଗିଯାଇ ଅହଂକାର ରେ।


No comments:

Post a Comment