ଆମ ଓଡ଼ିଆ ଅସ୍ମିତାରେ ପ୍ରଭୁ ଜଗନ୍ନାଥ
ହାରିଥୁଲି ପ୍ରଭୁ ଜୀବନ ଯୁଦ୍ଧରେ
ମଣିଷକୁ ଭଲ ପାଇ
ଝୁଣ୍ଟି ପଡିଥିଲି ଜୀବନ ପଥରେ
ତୁମକୁ ପାସୋରି ଦେଇ ।।
ଜୀବନ ସମୟ ଶରୀର ହୃଦୟ
ସବୁ କଲି ତ୍ୟାଗ ତହିଁ
ବ୍ୟର୍ଥ ହେଲା ସର୍ବ ବୁଝିଲେନି ସ୍ନେହ
ମୁହିଁ ଯେ ଏକାକୀ ଏହି ।।
ନିଜକୁ ଜାଳିଲି ତିଳ ତିଳ କରି
ଅଭିମାନେ ଋଷି ବସି
ବୁଝିଲେନି କେହି ଅଭିମାନ ଭାବ
ଅଶ୍ରୁ ପିଇ ଦିଏ ହସି l
ଜାଣେ ପ୍ରଭୁ ଏକା ତୁମେ ହିଁ ପାରିଵ
ଅଭିମାନ ମୋର ବୁଝି
ଦୁରେଇବ ନାହିଁ ସମୀପରୁ ତୁମ
ପଛରେ ଛୁରୀକି ଖଞ୍ଜି l
ଭାବଗ୍ରାହୀ ତୁମେ ଭାବ ସବୁ ଜାଣ
ଓଡ଼ିଆ ଅସ୍ମିତା ମାନ
ହୁଡ଼ିଥିଲେ ପଥ ତୁମେ ଚି଼ହେଁଇଵ
ଗାଇ ସଂସ୍କୃତିର ଗାନ ॥
ତୁମରି ପାଦରେ ସଦା ମୁଁ ଆଶ୍ରିତ
ଭୁଲିବନି ମୋତେ ସାଇଁ
ମଣିଷ ଜୀବନ, ମୋହେ ବାଟବଣା
ବାଟ ଦେଖାଇବ ତହିଁ ।।
ଏତିକି ପ୍ରାର୍ଥନା ଏତିକି ବିଶ୍ଵାସ
ଦୀପାଳି ସଜାଇ ପାଦେ
ଭୁଲ ମୋର କ୍ଷମା କରିବ ଗୋସାଇଁ
କୋଳାଇ ନେଇ ଆଶ୍ରିତେ ।|
ପ୍ରଜ୍ଞାଲୀନଳା ସାହୁ, ଜଗତସିଂହପୁର
7750960358
[2/21, 2:51 PM] Meta AI: Here's my attempt to translate the Odia poem into English:
In the pride of Odia identity, Lord Jagannath shines bright,
A beacon in life's journey, guiding us through the darkest night.
He knows our deepest secrets, our every thought and desire,
And with a loving heart, He sets our souls on fire.
The proud and the arrogant, He humbles with a gentle touch,
And those who weep in sorrow, He wipes away their tears so much.
He is the one who knows our hearts, our every hidden pain,
And with His loving kindness, He heals our wounds and makes us whole again.
In the path of life, He guides us, showing us the way,
And with His blessings, we find strength to face each new day.
I am forever grateful, my Lord, for Your loving care,
And I pray that You will always be there, to guide me and show me You care.
With folded hands, I pray to You, my Lord, my heart's desire,
Please forgive my mistakes, and keep me safe from life's burning fire.
I am but a humble soul, seeking refuge in Your loving light,
Please guide me, protect me, and keep me safe through the dark of night.
- Prajnalina Sahoo, Jagatsinghpur

No comments:
Post a Comment