ଆମ ଅସ୍ମିତାର ପ୍ରତୀକ-ଆମ ଜଗନ୍ନାଥ
କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ତୁମେ
ଉତ୍କଳ-ହୃଦୟ-ସ୍ପନ୍ଦନ,
ନୀଳାଚଳେ ରହି ଲୀଳା କର ତୁମେ,
ତୁମ ପଦେ ଶତ ବନ୍ଦନ... ।
ପ୍ରଭୁ ତୁମ ଦାଣ୍ଡ ଅଟେ ବଡ଼ଦାଣ୍ଡ,
ବଡ଼ ପୁଣି ତୁମ ଦେଉଳ,
ତୁମ ରଥଯାତ, ଜଗତେ ବିଖ୍ୟାତ,
ସଂସାରେ ପକାଏ ଚହଳ ।
ଓଡ଼ିଆଙ୍କ ନାଥ ତୁମେ ଜଗନ୍ନାଥ,
ଓଡ଼ିଆ- ଅସ୍ମିତା- ପ୍ରତୀକ,
ସଂଜ ଧୂପ ଠାରୁ ଜାନି-ଯାତ ଯାଏ,
ସବୁଠି ତୁମରି ମହକ.. I
ପୋଡ଼ ପିଠା ଠାରୁ ପଖାଳ ପର୍ଯ୍ୟନ୍ତ
ହୁଏ ତୁମ ଠାରେ ପ୍ରସାଦ,
ଓଡ଼ିଆଙ୍କ ଠାଣି, ଓଡ଼ିଆ ଚଳଣି
ତୁମ ପାଇଁ ସଦା ଗର୍ବିତ... ।
‘ଜୟ ଜଗନ୍ନାଥ‘ ନାମ ନୁହେଁ ମାତ୍ର,
ଅଟେ ଆମ ପରିଚାୟକ,
ଓଡ଼ିଶାର ଅଙ୍ଗେ, ପ୍ରତି ରଙ୍ଗେ-ଢଙ୍ଗେ,
ତୁମେ ହିଁ ତ ଏକା ନାୟକ ।
ବର୍ଣ୍ଣାଳୀ ପଟ୍ଟନାୟକ ଇଂରାଜୀ ଅଧ୍ୟାପିକା, ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତଳମୂଳ, ଅନୁଗୋଳ, ମୋ- ୮୦ ୧୮୫୩୯୩୮୦
[2/21, 3:24 PM] Meta AI: Here's my attempt to translate the Odia poem into English:
You are the symbol of our pride, our Lord Jagannath,
The heartbeat of Odisha, the soul of our existence, so grand.
You reside in Nilachal, where Your divine play unfolds,
A hundred salutations to Your feet, our hearts forever told.
Your temple, a marvel of art, a wonder to behold,
Your chariot festival, renowned worldwide, a story to be told.
You are the Lord of the Odias, our beloved Jagannath,
A symbol of our identity, our culture, our every breath.
From the morning prayers to the evening's last ray,
Your glory is sung, Your praise, every single day.
From the sweet, crispy pithas to the delicious pakhal,
Every offering to You is a testament to our love, so pure and so real.
"Jai Jagannath" is not just a phrase, but a way of life,
A reflection of our values, our traditions, our every strife.
You are the one who unites us, in every color and hue,
The one and only hero, of Odisha, forever true.
- Barnali Pattanaik, Anugul
No comments:
Post a Comment