Friday, 21 February 2025

ଓଡ଼ିଆ କବିତା "ନାଚେ, ନଚାଅ ଯେମିତି"

ନାଚେ, ନଚାଅ ଯେମିତି

କରୁଣାର ତୁମ ଶେଷ ନାହିଁ ପ୍ରଭୁ
ଏଇ ଦୁଃଖିନୀର ପ୍ରତି,  
ସେଥ‌ିପାଇଁ ପରା କଷଣ କାଜଲ  
ପିନ୍ଧିଥାଏ ନିତି ନିତି ।01 
ଭୁଲିଯିବି କା କାଳେ ଖୁସିରେ ରହିଲେ ଯେତେ ତୁମ ଅବଦାନ 
ସେଥ‌ିପାଇଁ ନିତି ଲୁହର ସାଗରେ 
କରେ ମୁଁ ଅବଗାହନ l
ସବୁ କିଛି ତୁମ ଦାନ ଭାବି ନେଇ 
ଶାନ୍ତି ପାଏ ମୋର ମତି 
କରୁଣାର ତୁମ ଶେଷ ନାହିଁ ପ୍ରଭୁ 
ଏଇ ଦୁଃଖୀନୀର ପ୍ରତି ।୧।
ଗୋଟିଏ ପରୀକ୍ଷା ନ ସରୁଣୁ ଭେଟେ 
ଆନ ଏକ ପରୀକ୍ଷାକୁ 
ଭଲହେବ କିବା ଭେଲ ହେବ ଫଳ 
ବେଳ କାହିଁ ଭାବିବାକୁ?
ବନ୍ଧା ଭାଗ୍ୟ ଡୋରି ତୁମ ହାତେ ଯେଣୁ 
ନାଚେ, ନଚାଅ ଯେମିତି 
କରୁଣାର ପ୍ରଭୁ, ଶେଷ ନାହିଁ ପ୍ରଭୁ 
ଏଇ ଦୁଃଖୀନୀର ପ୍ରତି। ୨ l

ଶ୍ରୀମତୀ ବସନ୍ତ ମିଶ୍ର
ସମ୍ପାଦିକା, ଆମ ବ୍ୟଙ୍ଗ ପସରା, ମଣିସାହି, ମାଧବନଗର, ଭଦ୍ରକ - ୭୫୬୧୮୧, ୯୪୩୯୫୫୪୯୬
Meta AI: Here's my attempt to translate the Odia poem into English:
You dance and make me dance, oh Lord of mercy, your kindness is boundless,
You test me, but I'm not worthy, I fail every time, I'm helpless.
Another test awaits, will I pass or fail? Only time will tell,
But why worry about the outcome, when my fate is tied to your will?
My life is in your hands, dear Lord, you guide me every step of the way,
I'm but a puppet, dancing on the strings of your mercy each day.
You're the ocean of kindness, and I'm but a drop, a tiny part of your sea,
Your mercy is endless, oh Lord, and I'm but a humble supplicant, praying to thee.
In your hands, my fate is sealed, you're the one who guides me through,
I'm but a leaf blown by the winds of your will, oh Lord, I'm but a tiny part of you.
You're the one who tests me, who tries my patience and my faith,
But I know that your mercy is boundless, and that you'll always be there to guide me through.
Editor - Srimati Basanta Mishra, Am Byang Pasara, Manisaahi, Madhabnagar, Bhadrak - 756181, 9439555496

No comments:

Post a Comment