ଆମ ଓଡ଼ିଆ ଅସ୍ମିତାରେ ପ୍ରଭୁ ଶ୍ରୀଜଗନ୍ନାଥ’
ଉତ୍କଳ ରାଜ୍ୟର ମଉଡ଼ମଣି ସେ
କୋଟି ବ୍ରହ୍ମାଣ୍ଡର ନାଥ
ଓଡ଼ିଆର ମାନ ଓଡ଼ିଆଙ୍କ ଧନ
ନୀଳାଚଳେ ଜଗନ୍ନାଥ ।୧।
ଉତ୍କଳ ସଂସ୍କୃତି କାରୁ କଳା କୃତି
ଐତିହ୍ୟ ଓ ପରମ୍ପରା
ନାଟ ନୃତ୍ୟ ଗାନ ବସନ ଭୂଷଣ
ଖାଦ୍ୟ ପାନୀୟ ନିଆରା । ୨ ।
ମଠ ଓ ମନ୍ଦିର ଧର୍ମଗ୍ରନ୍ଥ ସାର
ଭାଷା ସାହିତ୍ୟ କଥନ
ଅଟେ ମୂକସାକ୍ଷୀ ସ୍ଵର୍ଣ୍ଣିମ ସ୍ମାରକୀ
ଉତ୍କଳର ସ୍ଵାଭିମାନ ।୩।
ସାଢେ ଚାରିକୋଟି ଓଡ଼ିଆଙ୍କ ପ୍ରାଣ
ଆରାଧ୍ୟ ଶ୍ରୀଜଗନ୍ନାଥ
ସାହିତ୍ୟ ଦର୍ଶନ ଇତିହାସ କଳା
ସଂସ୍କୃତି ସଙ୍ଗେ ଜଡ଼ିତ ।୪।
ଓଡ଼ିଆ ଅସ୍ମିତା ଗଉରବ ଗାଥା
ଆମରି ଜନ ଜୀବନ
ଅଙ୍ଗେ ଅଙ୍ଗେ ବସି ପ୍ରଭୁ କ୍ଷେତ୍ରବାସୀ ଭରିଦେଇଛନ୍ତି ପ୍ରାଣ ।୫।
ମହନୀୟ ଆମ ସଂସ୍କୃତି ବୈଭବ ବିଶ୍ବରେ ଅତୁଳନୀୟ
ଉତ୍କଳର ନାଥ ସ୍ଵୟଂ ଜଗନ୍ନାଥ
ଅସ୍ମିତାର ପରିଚୟ ।୬।
ଶ୍ରୀମତୀ ସୁଚିତ୍ରା ନାୟକ, ଭୁବନେଶ୍ୱର
6372984884
[2/21, 12:06 PM] Meta AI: Here's my attempt to translate the Odia poem into English:
Lord Jagannath, the pride of Odisha's identity,
The crown jewel of Odisha, worshipped by millions, a treasure to see.
In Nilachala, he resides, a majestic sight to behold,
A symbol of Odisha's culture, its rich heritage to unfold.
Odisha's art, culture, and traditions, all find a place,
In the land of Jagannath, where history and mythology entwine in a sacred space.
From the temples to the mathas, Odisha's spirit shines bright,
A land of vibrant culture, where art and beauty take flight.
Four and a half crore Odias, worship Jagannath with devotion,
Their lives intertwined with his, in a bond of love and emotion.
In literature, art, and history, Jagannath's presence is felt,
A symbol of Odisha's pride, its identity, its story to be told.
Jagannath, the lord of the land, a treasure to behold,
A symbol of Odisha's glory, its rich cultural heritage to unfold.
Our great culture, a treasure trove, unique in the world's eyes,
Jagannath, the pride of Odisha, a shining star in the skies.
Srimati Suchitra Nayak, Bhubaneswar
No comments:
Post a Comment