Monday 3 July 2023

ଓଡ଼ିଆ କବିତା "ଜଙ୍ଗଲ ନ କର ନଷ୍ଟ" / TRANSLATED ENGLISH POEM " DON'T DESTROY THE JUNGLES. "

 ଜଙ୍ଗଲ ନ କର ନଷ୍ଟ
                               କୁଳମଣି ସାହୁ
ଆସ ଶିଶୁଗଣ
କରିବା ରୋପଣ
ପଡ଼ିଆରେ ବୃକ୍ଷମାନ
ନାନା ଫୁଲ ଫଳ
ହୋଇବ ଅମଳ
ହରିବ ସମସ୍ତ ମନ.....(୧)
ଉଭିଦେ ଜୀବନ
ହୋଇଛି ବନ୍ଧନ
ବୃକ୍ଷ ଦିଏ ଅମ୍ଳଜାନ
ଶ୍ଵାସେ ଅମ୍ଳଜାନ
ହେବାରୁ ଗ୍ରହଣ
ବଞ୍ଚି ରହେ ଜୀବ ପ୍ରାଣ...( ୨ )
ବୃକ୍ଷ ହେଲେ ଶୂନ୍ଯ
ସୃଜେ ପ୍ରଦୂଷଣ
ପ୍ରାଣୀ ହରି ରୋଗାକ୍ରାନ୍ତ
ସୂର୍ଯ୍ୟ ରଶ୍ମି ଟାଣ
ଗ୍ରୀଷ୍ମ ହୁଏ ଭାରକ୍ରାନ୍ତ...(୩) ଏ
କଷ୍ଟ ଦିଏ ପ୍ରାଣ
x

No comments:

Post a Comment